ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଜନଗର ଵିଜେପି ପକ୍ଷରୁ ସ୍ବାଧୀନତା ଦିବସ ପାଇଁ ଵିଶାଳ ତ୍ରୀରଙ୍ଗା ଶୋଭାଯାତ୍ର

ରାଜନଗର ଵିଜେପି ପକ୍ଷରୁ ସ୍ବାଧୀନତା ଦିବସ ପାଇଁ ଵିଶାଳ ତ୍ରୀରଙ୍ଗା ଶୋଭାଯାତ୍ର

ରାଜନଗର-12.8.024 ଦେଶରେ78ତମ ସ୍ବାଧୀନତା ଦିବସ ପାଳନକୁ ଲକ୍ଷ କରି ଲୋକମାନଙ୍କ ମନରେ ଦେଶପ୍ରେମ ଭକ୍ତି ଭରି ରହିବା ଉଦ୍ଦେଶ୍ୟ ନେଇ ଵିଜେପି ସରକାରଙ୍କର 11ତାରିଖରୁ 14 ତାରିଖ ପର୍ଯ଼୍ନ୍ତ ତ୍ରୀରଙ୍ଗା ଯାତ୍ରା ଵଳବତ୍ତର ରହିଛି।ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର 29ଟି ପଞ୍ଚାୟତରୁ ବିଜେପି କର୍ମୀମାନେ ଜନସେଵକ ତଥା ବିଜେପିର କର୍ମଠ ନେତା ଶ୍ରୀଯୁକ୍ତ ଲଳିତ ବେହେରାଙ୍କ ନେତୃତ୍ଵରେ ଗୋସିଗାଁ ଗର୍ତ୍ତେଶ୍ଵର ଶିବ ମନ୍ଦିର ଠାରୁ ଏକ ଵିଶାଳ ତ୍ରୀରଙ୍ଗା ବାଇକ୍ ଶୋଭାଯାତ୍ରାକୁ ଶ୍ରୀଵେହେରା ଶୁଭ ଉଦ୍ଘାଟନ କରି ଗୋପାଳପୁରୁ,ରାଜନଗର ଵଜାର ପରିକ୍ରମା କରି ବ୍ଲକ ପରିସରରେ ଥିବା ମହାତ୍ମାଗାନ୍ଧି ଓ ସମ୍ବିଧାନ ପ୍ରଣେତା ଡ.ବି.ଆର. ଆମ୍ବେଦ କରଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ଭାରତ ମାତାକି ଜୟ, ବନ୍ଦେ ମାତରମ୍ ସାଙ୍ଗକୁ ମହାମନୀଷୀମାନଙ୍କ ଜୟଗାନ କରି ଶୋଭାଯାତ୍ରା କୁରୁଣ୍ଟି ନାଥପୁରୁ ଦେଇ ଜରିମୂଳଵଜାର ପରିକ୍ରମାକରି ମା ମାଟିଆମଙ୍ଗଳାଙ୍କ ପିଠରେ ପହଞ୍ଚିଥିଲେ।ମା ମାଟିଆ ମଙ୍ଗଳାଙ୍କ ଦର୍ଶନ କରି ଆଶୀଷ ନେବା ପରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ସୁନାକର ପ୍ରଧାନ,ଦିଲ୍ଲୀପ ରାଉତ,ଶ୍ରୀଧର ପ୍ରଧାନ,ମୁକ୍ତିକାନ୍ତ ପାତ୍ର,ଆଦିକନ୍ଦ ତ୍ରୀପାଠି,ବିକ୍ରମ ବାରିକ,ସହଦେଵ ସାହୁ,ନିମାଇଁ ରାଉତ,ଧୀରେନ ବିଶ୍ବାଳ,ବିଜ୍ଞାନ ଵେହୁରା,ପ୍ରମୁଖ ସାମିଲି ହୋଇଥିଲେ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!

Related posts

ବିଜୁ ଜନତା ଦଳ ତରଫରୁ ବଙ୍ଗୋମୁଣ୍ଡାର ବିଭିନ୍ନ ପଞ୍ଚାୟତ ରେ ଭୋଟ ପ୍ରଚାର 

masiha

ଥୁଆମୂଳ ରାମପୁର ବ୍ଳକ ବିଜେପିର ୧ ନମ୍ବର ଜୋନର କାର୍ଯ୍ଯ କାରିଣୀ ବୈଠକ

Sunil Chandra Nayak

କଳସି ଯାତ୍ରାରେ ଚାଲିଛି ପ୍ରାର୍ଥୀଙ୍କ ପ୍ରଚାର 

masiha

Leave a Comment

error: Content is protected !!