ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିନ୍ଧାଣୀ ଗ୍ରାମରୁ ଅଜଗର ଉଦ୍ଧାର ଜଙ୍ଗଲରେ ଛାଡିଲା ବନ ବିଭାଗ

ବିନ୍ଧାଣୀ ଗ୍ରାମରୁ ଅଜଗର ଉଦ୍ଧାର

ଜଙ୍ଗଲରେ ଛାଡିଲା ବନ ବିଭାଗ

କର୍ଲାମୁଣ୍ଡା: କଳାହାଣ୍ଡି ଉତ୍ତର ବନଖଣ୍ଡ ମ.ରାମପୁର ବନାଞ୍ଚଳର ମଦନପୁର ସେକ୍ସନ ର କର୍ଲାମୁଣ୍ଡା ବ୍ଲକ ତେରେସିଂହା ଅଧିନସ୍ଥ ବିନ୍ଧାଣୀ ଗ୍ରାମରେ ଆଜି ୫ ଫୁଟ ୬ ଇଞ୍ଚ ର ଅଜଗର ସାପକୁ ବନ ବିଭାଗ ଓ ସ୍କେକ ହେଲ୍ପ ଲାଇନ ସହାୟତାରେ ଉଦ୍ଧାର କରି ସ୍ୱାସ୍ଥ୍ୟ ଅବସ୍ଥା ଠିକ ଥିବାରୁ ନରସିଂହପୁର ନିକଟସ୍ଥ ସୁନାମୁଖୀ ସଂରକ୍ଷିତ ଜଙ୍ଗଲ ରେ ଛାଡି ଦିଆ ଯାଇଥିଲା । ବିନ୍ଧାନୀ ଗ୍ରାମ ବାସୀ ଅଜଗର ଦେଖି ଖବର ଜଣେଇବା ପରେ ଉତ୍ତର ବନଖଣ୍ଡ ଅଧିକାରୀ ଅନୁରାଗ ମିଶ୍ର ଙ୍କ ନିର୍ଦ୍ଧେଶ ଓ ସହକାରୀ ବନ ସଂରକ୍ଷକ ମ. ରାମପୁର ଙ୍କ ତତ୍ୱାବଧାନ ରେ ମଦନପୁର ବନପାଳ ସମ୍ପଦ କୁମାର, ବନରକ୍ଷୀ ସତ୍ୟମ ମାଝୀ, ଗୋପୀନାଥ ନାୟକ, ସ୍କ୍ୱାର୍ଡ କନିଷ୍ଠ ସେଲମା ଓ ସ୍ନେକ ହେଲ୍ପ ଲାଇନର ରମେଶ ନାଗ, କ୍ରିସ୍ନା ନାଗ, ଓ ସତ୍ୟବାନ ନାଗ ସାମିଲ ଥିଲେ ।

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ 

ସାରସ୍ଵତ ଜଗତର ଅଭୂଲା ହୀରା ଥିଲେ ଭାଗୀରଥି

Sunil Chandra Nayak

ସହୀଦ ଦିବସରେ ଦେଶମାତୃକା ପାଇଁ ଆତ୍ମ ବଳିଦାନ ଦେଇଥିବା ସଂଗ୍ରାମୀ ମାନଙ୍କ ନିମନ୍ତେ ନିରୋବ ପ୍ରାର୍ଥନା

masiha

Leave a Comment

error: Content is protected !!