ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ନବରଙ୍ଗପୁର ଗାନ୍ଧୀନଗରରେ ଶ୍ରୀ ଗଣେଶ ପୂଜା 

ନବରଙ୍ଗପୁର ଗାନ୍ଧୀନଗରରେ ଶ୍ରୀ ଗଣେଶ ପୂଜା 

ନବରଙ୍ଗପୁର:(୭|୯)(ରବି ନାରାୟଣ ମହାନ୍ତି)ସ୍ଥାନୀୟ ଗାନ୍ଧୀନଗର ର ଗାନ୍ଧିଛକ ପରିସରରେ ମହାସମାରୋହରେ ଶ୍ରୀ ଗଣେଶଙ୍କ ପୂଜା ଆରମ୍ଭ ହୋଇଯାଇଛି। ବ୍ରହ୍ମ ମୁହୂର୍ତ୍ତରେ ପୁରୋହିତ ଶ୍ରୀ ବିନାୟକ ପୂଜା ଆରମ୍ଭ କରିଥିଲେ। ଏହି ପୂଜା ରେ ଶତାଧିକ ଭକ୍ତ ଯୋଗ ଦେଇଥିଲେ। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗାନ୍ଧୀନଗର ପୂଜା କମିଟି ପକ୍ଷରୁ ଅନ୍ନ ଭୋଗ ର ଆୟୋଜନ କରାଯିବ। ଏହା ଆସନ୍ତା ୧୧ ତାରିଖରେ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି ସେହିପରି ଆସନ୍ତା ୧୩ ତାରିଖରେ ବିସର୍ଜନ ହେବ। ପୂଜା କମିଟି ପକ୍ଷରୁ କମିଟିର ମୁନା ବେହେରା, ରିଙ୍କୁ ଜେନା, ଶାନ୍ତି ସିମାଞ୍ଚାଲ , ମଣ୍ଟୁ ଆଚାରୀ ସମେତ ସମସ୍ତ ସଦସ୍ୟ ସହଯୋଗ କରୁଛନ୍ତି। ନବରଙ୍ଗପୁର ବିଧାୟକ, ବରିଷ୍ଟ ପ୍ରଶାସନିକ ଅଧିକାରୀ ସମେତ ଗଣମାନ୍ୟ ବ୍ୟକ୍ତି ବିଶେଷ ଯୋଗ ଦେବାର କାର୍ଯ୍ୟକ୍ରମ ଅଛି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଲମ୍ବସରୀ ରେ ମାଁ ଚକରାପଥର ଦେବୀ ଙ୍କ ନିଶି ପୂଜା

Sunil Chandra Nayak

ଡକ୍ଟର ଚିନ୍ମୟ ପାଣ୍ତ୍ଯାଙ୍କ ସିନାପାଲି ଜଗନ୍ନାଥ ମନ୍ଦିର ପରିଦର୍ଶନ

Sunil Chandra Nayak

ଶ୍ରାବଣରେ ଶିବ ପୁରାଣ….  ଧର୍ମଗଡ଼ ଶ୍ୟାମ ପରିବାର ଦ୍ବାରା ଶିବ ପୁରାଣ କଥା ସାମୂହିକ ରୁଦ୍ରାଭିଷେକ

Sunil Chandra Nayak

Leave a Comment

error: Content is protected !!