ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କାଳିରାମ ଓ କୈଳାଶ ଙ୍କ ବନ୍ଧୁଗାଁ ବ୍ଲକ ଗସ୍ତ

କାଳିରାମ ଓ କୈଳାଶ ଙ୍କ ବନ୍ଧୁଗାଁ ବ୍ଲକ ଗସ୍ତ 

ବନ୍ଧୁଗାଁ ତା, ୧୫/୯/୨୪, କୋରାପୁଟ ଜିଲ୍ଲା ଅନ୍ତର୍ଗତ ବନ୍ଧୁଗାଁ ବ୍ଲକ ଠାରେ ଆଜି ଦୁଇ ବିଜେପି ନେତା କାଳିରାମ ମାଝୀ ଓ ଲଷ୍ମୀପୁର ନିର୍ବାଚନ ମଣ୍ଡଳିର ପୂର୍ବତନ ବିଧାୟକ ଶ୍ରୀ କୈଳାସ ଚନ୍ଦ୍ର କୁଲେସିକା ଦୁଇ ଆଗ ଧାଡିର ବିଜେପି ଦଳର ଟାଣୁଆ ନେତାଙ୍କ ବନ୍ଧୁଗାଁ ଗସ୍ତ କରିଥିଲେ I ଆଜିର ଗସ୍ତରେ ପ୍ରଥମେ ବନ୍ଧୁଗାଁ ରେ ଅପେକ୍ଷା କରିଥିବା ବନ୍ଧୁଗାଁ ଓ ଆଲମଣ୍ଡା ଅଞ୍ଚଳର କିଛି ବିଜେପି କର୍ମୀଙ୍କୁ ତୋହସିଲ କାର୍ଯ୍ୟାଳୟ ନିକଟ ଠାରେ ଭେଟି କର୍ମୀଙ୍କ ଠାରୁ ଅଞ୍ଚଳର ଭଲ ମନ୍ଦ ଓ ସୁଖ ଦୁଃଖ ପଚାରି ବୁଝିଥିଲେ I ଓ ପରେ କୁମ୍ଭୀର ପୁଟ ଓ ଗାରିଡି ପଞ୍ଚାୟତର ବିଜେପି କର୍ମୀଙ୍କି ଭେଟି ଦଳର ସମସ୍ତ ବିଷୟକୁ ନେଇ ଆଲୋଚନା କରିବା ସହ ଅନାବାଡ଼ି ଗ୍ରାମ ଠାରେ ବନ୍ଧୁଗାଁ ବ୍ଲକ ଅଞ୍ଚଳରେ ପାଠ ପଢି ବେକାର ଟାରେ ବୁଲୁଥିବା ଯୁବକ ଯୁବତୀଙ୍କୁ ପଥର ଖୋନନ କରି ପଡୋଶୀ ଜିଲ୍ଲା ରାୟଗଡା ନେଇ ପଥରକୁ କାଟି ତାକୁ ପୋଲିସ କରି ଅନେକ ଟଙ୍କାର ମାର୍ବଲ କରି ବଜାରକୁ ଭଲ ଦାମରେ ବିକ୍ରି କରୁଥିବା ପରି ମାଇଁନିଙ୍ଗ କମ୍ଫାନିରେ ନିଯୁକ୍ତି ନଦେଇ ବାହାର ରାଜ୍ୟର ଯୁବକଙ୍କୁ ଆଣି କାମ କୋରାଉଥିବା ବିଷୟକୁ ନେଇ ଗତ ତା, ୯/୬/୨୪ ରିଖ ଦିନ ବନ୍ଧୁଗାଁ ବ୍ଲକର ତୋହସିଲ ଦାର ଅଧିକାରୀ ଶ୍ରୀମତି ସୋନାଲି ପାତ୍ରଙ୍କୁ ଭେଟି ଲିଖିତ ଭାବରେ ମାଇନିଙ୍ଗ କୋମ୍ଫାନୀ ବିରୁଦ୍ଧରେ ଏକ ଦାବି ପତ୍ର ଦେଇଥିବାର ବିଷୟକୁ ମଧ୍ୟ ଆଜି ଫୁଙ୍କାନୁ ଫୁଙ୍ଖ ଭାବରେ ଆଲୋଚନା କରା ଯାଇଥିବାର କୁମ୍ଭାରି ପୁଟ ମଣ୍ଡଳର ପୂର୍ବତନ ସଭାପତି ମକର ଧ୍ଵଜ ଖରା କହିଥିଲେ I 

 ସଞ୍ଜୀବ କୁମାର ବାଙ୍ଗାରୀ ବନ୍ଧୁଗାଁ ରିପୋର୍ଟର 

Related posts

ଜନ ଏକ  ମଣ୍ଡଳିର ଆଲୋଚନା ବୈଠକ 

masiha

ସରଗଡା ପଞ୍ଚାୟତରେ ବିକାଶର ବାର୍ତ୍ତା ନେଇ ବିଜେଡିର ଜନ ସଂପର୍କ ଯାତ୍ରା

masiha

ପରସ୍ପର ଖୁଆଖୁଇ ହେଲେ ମିଠା, ମନରୁ ଓ ପାଟିରୁ ସ୍ବାଦ ହଟିଲା ଖଟା। ନିର୍ବାଚନ ମଣ୍ଡଳୀକୁଏଣ୍ଟ୍ରି କରିଵେ ଅଂଶୁମାନ,ସ୍ବାଗତ ଅପେକ୍ଷାରେ ବିକାଶ ପୁରୁଷ ଧୃଵ

masiha

Leave a Comment

error: Content is protected !!