ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଝରୀଗାଁ ବାବା ବିଶ୍ୱକର୍ମା ରାଜମିସ୍ତ୍ରୀ ସଂଘ ପକ୍ଷରୁ ବିଶ୍ୱକର୍ମା ପୂଜା ଅନୁଷ୍ଠିତ 

ଝରୀଗାଁ ବାବା ବିଶ୍ୱକର୍ମା ରାଜମିସ୍ତ୍ରୀ ସଂଘ ପକ୍ଷରୁ ବିଶ୍ୱକର୍ମା ପୂଜା ଅନୁଷ୍ଠିତ 

ନବରଙ୍ଗପୁର: (ତା ୧୬/୦୯)(ରବିନାରାୟଣମହାନ୍ତି)-ଆଜି ଭାରତ ବର୍ଷର କୋଣେ ଅନୁକୋଣେ ଦେବଶିଳ୍ପୀ ବାବା ବିଶ୍ୱକର୍ମାଙ୍କ ପୂଜା ଅନୁଷ୍ଠିତ ହୋଇଥିବା ବେଳେ ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ବାବା ବିଶ୍ୱକର୍ମା ରାଜମିସ୍ତ୍ରୀ ସଂଘ ପକ୍ଷରୁ ବଡ଼ ଆଡମ୍ବର ସହକାରେ ପାଳନ କରାଯାଇଛି |ସଂଘର ସଭାପତି ମେଙ୍ଗ ହରିଜନ, ଉପ ସଭାପତି ଅଭିରାମ ଗୌଡ଼,ସେକ୍ରେଟାରୀ ପ୍ରେମାନନ୍ଦ ଗୌଡ଼,ମହେନ୍ଦ୍ର ସାହୁ, ଗଣପତି ପନକା, ଯମକ ଗୌଡ଼, ସିମାଞ୍ଚଳ ନାୟକ, ବୁଦୁରାମ ପୂଜାରୀଙ୍କ ସମେତ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ରହି ବୈଦିକ ରୀତିନୀତି ଅନୁସାରେ ବାବା ବିଶ୍ୱକର୍ମାଙ୍କ ପୂଜାର୍ଚନା କରିଛନ୍ତି |ଯାଜକ ମକରଧ୍ଵଜ ଦାସ ପୂଜକ ଦାୟିତ୍ୱରେ ରହି ପୂଜାର୍ଚନା ଭାର ସମ୍ଭାଳି ଥିବା ସୂଚନା ମିଳିଛି l

ମସିହା ନିୟୁଜ ସର୍ଭିସ୍ 

Related posts

ଦକ୍ଷିଣକାଳୀ ସ୍ଥିତ ଦକ୍ଷିଣକାଳୀ ପୀଠରେ ଜନ୍ମବାର୍ଷିକୀ ଉତ୍ସବ ପାଳିତ

Sunil Chandra Nayak

ଧନ୍ବନ୍ତରୀ ଜୟନ୍ତୀ ପାଳିତ 

masiha

ଐତିହାସିକ ଠାକୁରାଣୀ ଯାତ୍ରାର ଶୁଭାରମ୍ଭ ,ବାଣ ଓ ବିରାଟ ପଟୁଆର ରେ ଦୁଲୁକିଲା ଭଞ୍ଜନଗର ସହର 

Sunil Chandra Nayak

Leave a Comment

error: Content is protected !!