ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏସବିଆଇ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରତିଷ୍ଠାନ ତରଫରୁ ଏକ 30 ଦିନିଆ ବିୟୁଟି ପାର୍ଲର ଟ୍ରେନିଂ ଶିବିର କାର୍ଯ୍ୟକ୍ରମ ଉଦଘାଟନ     

ଏସବିଆଇ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରତିଷ୍ଠାନ ତରଫରୁ ଏକ 30 ଦିନିଆ ବିୟୁଟି ପାର୍ଲର ଟ୍ରେନିଂ ଶିବିର କାର୍ଯ୍ୟକ୍ରମ ଉଦଘାଟନ     

  କେନ୍ଦ୍ରାପଡ଼ା :କେନ୍ଦ୍ରାପଡ଼ା ଡେରାବିଶ ବ୍ଲକର ଛତାସ୍ଥିତ ଏସବିଆଇ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରତିଷ୍ଠାନ ପକ୍ଷ ରୁ ଏକ 30 ଦିନିଆ ବିୟୁଟି ପାର୍ଲର ଟ୍ରେନିଂ ଶିବିର କାର୍ଯ୍ୟକ୍ରମ କେନ୍ଦ୍ରାପଡ଼ା ର ତହସିଲିଦାର ଶ୍ରୀମତୀ ପ୍ରଜ୍ଞା ପାରମିତା ପୃଷ୍ଟି ଙ୍କ କର କମଳରେ ଉଦଘାଟନ ହେଇଯାଇଛି!

ଉକ୍ତ ତାଲିମ୍ କାର୍ଯ୍ୟକ୍ରମ ରେ କେନ୍ଦ୍ରାପଡ଼ା ଜିଲ୍ଲା ର ବିଭିନ୍ନ ବ୍ଲକରୁ 35ଜଣ ତାଲିମ୍ ପାଇଁ ଅଂଶ ଗ୍ରହଣ କରିଛନ୍ତି !ଏହି ବୈଠକ ରେ ତାଲିମ୍ ନେଇ କିଭଳି ମହିଳା ମାନେ ଆର୍ଥିକ ସଶକ୍ତିକରଣ ହୋଇ ସ୍ୱାବଲମ୍ବୀ ହୋଇ ପାରିବେ ସେ ବିଷୟରେ ଅନୁଷ୍ଠାନ ର ପ୍ରୋଗ୍ରାମ କୋ -ଅର୍ଡିନେଟର ଶ୍ରୀଯୁକ୍ତ ପ୍ରଭାତ କୁମାର ମହାନ୍ତି ଓ ଡାଇରେକଟର ଶରତ ଚନ୍ଦ୍ର ଦାସ ମତ ବ୍ୟକ୍ତ କରିଥିଲେ!ଅନ୍ୟ ମାନଙ୍କ ମଧ୍ୟରେ ମାନସ ଜେନା, ଉଦୟ ସେଠୀ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ!

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!

Related posts

ମହା ସମାରୋହରେ ପାଳିତ ହେଲା ବିଶ୍ବ ଆଦିବାସୀ ଦିବସ

Sunil Chandra Nayak

ସଙ୍କୁଳସ୍ତରୀୟ ସାମୁହିକ ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର ଉଦଯାପିତ

Sunil Chandra Nayak

ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବୈଠକ ଅନୁଷ୍ଠିତ

masiha

Leave a Comment

error: Content is protected !!