ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ସର୍ବ ଭାରତୀୟ କ୍ରିକେଟ ଟୁର୍ନାମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

ସର୍ବ ଭାରତୀୟ କ୍ରିକେଟ ଟୁର୍ନାମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

ଜୁନାଗଡ଼,୯/୧୧(ମନିସ)-ସ୍ଥାନୀୟ ବିଜୁ ପଟ୍ଟନାୟକ ଷ୍ଟାଡିଅମ ସ୍ଥିତ ନିଉ ରେଡଷ୍ଟlର ସ୍ପୋର୍ଟ୍ସ କ୍ଲବ ଅଫିସ ପରିସରରେ ଆସନ୍ତା ଡ଼ିସେମ୍ବର ୧୦ ତାରିଖ ଠାରୁ ସର୍ବ ଭାରତୀୟ ଇଣ୍ଟର ଷ୍ଟେଟ କ୍ରିକେଟ ଟୁର୍ନାମେଣ୍ଟ ଆରମ୍ଭ କରିବା ପାଇଁ ଏକ ସଭା ଅନୁଷ୍ଠିତ ହୋଇ ଯାଇଛି l କ୍ଲବ ସଭାପତି ହିମାଂଶୁ ଶେଖର ବରାଡ଼ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭା ରେ ବିଶାଖାପାଟଣା, ରାୟପୁର, ରାଞ୍ଚି ତଥା ଓଡିଶା ର ବଛା ବଛା କ୍ରିକେଟ କ୍ଲବ ଙ୍କୁ ନେଇ ଦିବା ରାତ୍ର ସହ ଡ଼ିଉଜ ବଲ ଟର୍ଵ ଉଇକେଟ ୩୦/୩୦ ଓଭର ଧଳା ବଲ କଲର ଡ୍ରେସ ଦିନିକିଆ ମ୍ୟାଚ କରିବା ପାଇଁ ନିଷ୍ପତି ନିଆଯାଇଛି l ଏହି ସଭା ରେ ଉପସଭାପତି ସରୋଜ ପଣ୍ଡା, ଚିଫ ଏକଜିକୁଟିଭ ସମୀର ସାହୁ, ସମ୍ପାଦକ କାଳିନ୍ଦ୍ରି ପାଣିଗ୍ରାହୀ, ଉପସଭାପତି ସୁଧାଂଶୁ ବରାଡ଼, ମାନସ ସାହୁ, ସନ୍ଦୀପ ସାହୁ, ରାକେଶ ବେମାଲ ବିଶ୍ୱ ସାହୁ, ରମଣୀ ପଣ୍ଡା, ସୁଜିତ ପଣ୍ଡା, ପପୁ ପଣ୍ଡା ଜଗା ମହାନ୍ତି, କାଳିଆ କନ୍ଦପlନ, ନୀତିଶ ମହାପାତ୍ର ସୁରେଶ ବାଗ, ତୁଷାର ମହାନ୍ତି, ପରେଶ ପଣ୍ଡା,ଜିତୁ ନାୟକ,ଡମ୍ବରୁ ନାଗ, ପ୍ରମୁଖ ଉପସ୍ଥିତ ଥିଲେ l ଟୁର୍ନାମେଣ୍ଟ କୁ ସଫଳ କରିବା ପାଇଁ ନିଉ ରେଡ ଷ୍ଟାର ସ୍ପୋର୍ଟ୍ସ କ୍ଲବ ତରଫରୁ ସମସ୍ତ ଜନସାଧାରଣ ଙ୍କୁ ଅନୁରୋଧ କରିଛନ୍ତି l ଶେଷରେ କୋଷାଧକ୍ଷ ଦିଲୀପ କୁମାର ପଣ୍ଡା ସମସ୍ତ ଙ୍କୁ ଧନ୍ୟବାଦ ଦେଇଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ଷ୍ଟାଡିୟମ୍ ରେ ଟର୍ଫ୍ ୱିକେଟ ରେ ଖେଳ ଆରମ୍ଭ

masiha

ଗ୍ରାମାଞ୍ଚଳ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ , ବିଶ୍ବନାଥପୁରକୁ ହରାଇ ହରିହରପୁର ଚମ୍ପିୟାନ୍

masiha

ରାୟଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାର ଉଦ୍‌ଘାଟନ ଉତ୍ସବ

Sunil Chandra Nayak

Leave a Comment

error: Content is protected !!