ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନ୍ମ ଦିନରେ ବୃକ୍ଷରୋପଣ କଲେ ବରିଷ୍ଠ ସମାଜସେବୀ 

ଜନ୍ମ ଦିନରେ ବୃକ୍ଷରୋପଣ କଲେ ବରିଷ୍ଠ ସମାଜସେବୀ 

କଟକ : କଟକ ସଦର ୪୨ ମୌଜାର ଅଗ୍ରଣୀ ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନର ସମ୍ପାଦକ ସଂଗଠକ ନାରାୟଣ ଚନ୍ଦ୍ର ମହାନ୍ତିଙ୍କ ୭୫ ତମ ଜନ୍ମ ଜୟନ୍ତୀ ଅବସରରେ ବୃକ୍ଷରୋପଣ ସହ ବହୁତ ମହତ୍ କାର୍ଯ୍ୟ କରି ଉଦାହରଣ ସୃଷ୍ଟି କରିଛନ୍ତି । ଅନୁଷ୍ଠାନ ସଭାପତି ସରୋଜ ନଳିନୀ ପରିଡ଼ା,ଅଭୟ କୁମାର ଦାସ,ଉପେନ୍ଦ୍ର ବାରିକ,ରୁଦ୍ର ନାରାୟଣ ଦାସ,ଶୁଭେନ୍ଦୁ ଚରଣ ଦାସ ମହାପାତ୍ର,ସୁବ୍ରତ କୁମାର ମହାନ୍ତି,ସପନି ବେହେରା,ସନ୍ତୋଷ କୁମାର ଭୋଗି ପ୍ରଭୁତି କଟକ ଜିଲ୍ଲାର ଜଶପଡା ଗ୍ରାମର ସାମଲ ସାହି ମଙ୍ଗଳା ମନ୍ଦିର ପରିସରରେ ମୂରବୀ ମାନଙ୍କ ସହଯୋଗରେ ବୃକ୍ଷରୋପଣ କରିଥିଲା ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୂର ସଂଘର ୭୦ ତମ ପ୍ରତିଷ୍ଠା ଦିବସ ପାଳନ 

masiha

ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଦିଆଯାଇଥିବା ଦାବି ର କାର୍ଯ୍ୟକାରୀ ସୂଚନା

masiha

ରାଇରଙ୍ଗପୁରରେ ଶ୍ରୀ ସତ୍ୟସାଇ ବାବାଙ୍କ ୯୮ତମ ଜନ୍ମ ଜୟନ୍ତୀ      

masiha

Leave a Comment

error: Content is protected !!