ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାଁ କେ ନାମ ଏକ ପେଡ କାର୍ଯ୍ୟକ୍ରମ

ମାଁ କେ ନାମ ଏକ ପେଡ କାର୍ଯ୍ୟକ୍ରମ

ଜୁନାଗଡ଼,୧୮/୯(ମନୀସ)ମା କେ ନାମ ଏକ ପେଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ବୃକ୍ଷ ରୋପଣ କରାଯାଇଥିଲା।ଏଥିରେ ମୁଖ୍ୟଅତିଥି ଭାବେ ତନ୍ମୟ କୁମାର ଦରୱାନADM, କଳାହାଣ୍ଡି, ଦେବାଶିଷ କର, BDO ଜୁନାଗଡ଼, ତପନ ମାଝୀ BEO ପ୍ରିୟବ୍ରତ ବାଣୁଆଁ,ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ, ଜାତୀୟ ସେବା ଯୋଜନା କଳାହାଣ୍ଡି, ହୃଷିକେଶ ମେହେର, ପ୍ରଧାନ ଶିକ୍ଷକ କୁରୁଗୁଡା ହାଇସ୍କୁଲ, ରଂଜନ ପଣ୍ଡା, କୁରୁଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସ୍ୱୟମ୍ବର କନ୍ଧପାନ, ସରପଞ୍ଚ ପ୍ରତିନିଧି, ପ୍ରିୟଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟ ର ଅଧ୍ୟାପକ ଅଧ୍ୟାପିକା, ଭୈରୀଗୁଡା ଗ୍ରାମର ପବିତ୍ର ମୋହନ ବାଣୁଆଁ, ଶୈଳେନ୍ଦ୍ର ପାତ୍ର, ଦିବ୍ୟ ପାତ୍ର ଏବଂ କୁରୁଗୁଡା ବିଦ୍ୟାଳୟ ର NCC କ୍ୟାଡେଟ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଯୋଗଦେଇ ଥିଲେ। ବନାଞ୍ଚଳ ଅଧିକାରୀ କାଁହୁ ଚରଣ ତ୍ରିପାଠୀ, ପଂଚାୟତ ଅଧିକାରୀ ସବିତା ସାହୁ, ସନ୍ତୋଷ ମେହେର କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ।ବିଜୟ ନାଏକ, ମଞ୍ଜୁଲତା ବାରିକ, ରୀନା ବେହେରା, କମଳିନୀ ସାହୁ ଗିରିଜା ନାଏକ ସୁନିତା ମିଶ୍ର ଯୋଗ ଦେଇଥିଲେ। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ସମାଜ ସେବୀ କୈଳାସ ମହାନ୍ତି ହେଲେ ରାଜନଗର ବ୍ଲକ ବିଜେଡି ମୁଖପାତ୍ର 

masiha

ସୂର୍ଯ୍ୟବଂଶୀ ୟୁଥ କ୍ଲବ ଘର ସ୍ଳାପ, ଝରକା,କବାଟ ହୋଇଛି ଚୋରି,ଘର କାନ୍ଥ ଭାଙ୍ଗି ନେଉଛନ୍ତି ଦୁର୍ବୃତ୍ତ 

masiha

ମହାବିଷ୍ଣୁ ଯଜ୍ଞ ପାଇଁ କଳସଯାତ୍ରା, ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ

masiha

Leave a Comment

error: Content is protected !!