ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଇକ ଦୁର୍ଘଟଣା ଘଟି ଚାଳକ ଆହତ, ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି

ବାଇକ ଦୁର୍ଘଟଣା ଘଟି ଚାଳକ ଆହତ, ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି

ବସ୍ତା,09/04: ବାଲିଆପାଳ ଥାନା ଅନ୍ତର୍ଗତ ମଙ୍ଗଳବାର ମଧ୍ୟାହ୍ନ ସମୟରେ ନାରାୟଣ ହାଇସ୍କୁଲ ନିକଟରେ ବାଇକ ଦୁର୍ଘଟଣା ଘଟି ଚାଳକ ଆହତ ହୋଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି l ଉକ୍ତ ବାଇକ ଚାଳକ ନିଜର ବାଇକ ଯୋଗେ ବାଲିଆପାଳ ଅଭିମୁଖେ ଯାଉଥିବା ବେଳେ ବାଇକ ଚାଳକ ଭାରସାମ୍ୟ ହରାଇ ବାଇକ ରୁ ପଡିଯାଇଥିଲେ l ଫଳରେ ବାଇକ ଚାଳକ ଆହତ ହୋଇ ରାସ୍ତା ପାର୍ଶ୍ଵରେ ଛଟପଟ ହେଉଥିଲେ l ସ୍ଥାନୀୟ ତାଙ୍କୁ ଉଦ୍ଧାର କରି ବାଲିଆପାଳ ଡାକ୍ତରଖାନାକୁ ପଠାଇଥିବା ବେଳେ ବାଇକ ଚାଳକଙ୍କ ପରିଚୟ ମିଳିପାରିନାହିଁ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଶିକ୍ଷାବିତ ବ୍ରହ୍ମାନନ୍ଦ ମଲ୍ଲିକ ଙ୍କ ପ୍ରଥମବାର୍ଷିକ ସ୍ମୃତିଶ୍ରଦ୍ଧାଞ୍ଜଳି ସଭା

Sunil Chandra Nayak

ବଜ୍ର ପାତରେ ଶ୍ରମିକଙ୍କ ମୃତ୍ୟୁ

ଶୁଣିଲାଣି ପ୍ରଶାସନ, ନିଜ ପରିଶ୍ରମ ରେ ଚାଷ ଜମି ରାସ୍ତା ମରାମତି ପାଇଁ ଅଣ୍ଟା ଭିଡ଼ିଲେ ଚାଷି ଓ ଗ୍ରାମବାସୀ

Sunil Chandra Nayak

Leave a Comment

error: Content is protected !!