ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲୁକା କଳାରେ ଶୀତୁଆ ସକାଳର ଦୃଶ୍ୟ

ବାଲୁକା କଳାରେ ଶୀତୁଆ ସକାଳର ଦୃଶ୍ୟ

କର୍ଲାମୁଣ୍ଡା, ୧୮/୦୧ (ସୁଶାନ୍ତ ରଣା): ସମଗ୍ର ଅଂଚଳ ଏବେ ହାଡ଼ ଭଙ୍ଗା ଶୀତରେ ଥରୁଛି। ଏନେଇ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଡ଼ଙ୍ଗରମୁଣ୍ଡା ଗ୍ରାମର ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ ବାଲୁକା କଳାରେ ଗୋଟେ ସୁଖୀ ପରିବାରର ଚାରି ଜଣ କିପରି ଶୀତ ଦାଉରୁ ରକ୍ଷା ପାଇଁ ଶୀତ ବସ୍ତ୍ର ପରିଧାନ ସହ ଗୁଡେଇତୁଡ଼େଇ ହୋଇଥିବା ଏକ ସୁନ୍ଦର ଦୃଶ୍ୟର ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି। ଶ୍ରୀ ସାହୁ ବିଭିନ୍ନ ସମୟରେ ବିଭିନ୍ନ ସମସ୍ୟା ଓ ସଚେତନତା ବାର୍ତ୍ତା ନେଇ ବାଲୁକା କଳା ମାଧ୍ୟମରେ ପ୍ରତିମୂର୍ତ୍ତି ନିର୍ମାଣ କରି ବେଶ୍ ପ୍ରଶଂସା ସାଉଁଟି ପାରିଛନ୍ତି

Related posts

ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ – ୨୦୨୩ , ୮୨୧ ମାମଲ ଫଇସଲା

Sunil Chandra Nayak

ଉତ୍କଳ ସାଂସ୍କୃତିକ ପରିଷଦର ୩୪ ତମ ବୋଇତ ବନ୍ଦାଣ ଉତ୍ସବର ଦ୍ବିତୀୟ ଦିନ ….

masiha

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର

Sunil Chandra Nayak

Leave a Comment

error: Content is protected !!