ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୟାଳିଶମୌଜା ମୂଖ୍ୟ ରାସ୍ତା ସମସ୍ୟା ସମାଧାନ ନେଇ ଦାବୀକଲେ ବିଶିଷ୍ଠ ସମାଜସେବୀ ଇଂ. ଆଶୋକ ବିଶ୍ବାଳ ଓ ସ୍ଥାନୀୟ ବାସିନ୍ଦା 

ବୟାଳିଶମୌଜା ମୂଖ୍ୟ ରାସ୍ତା ସମସ୍ୟା ସମାଧାନ ନେଇ ଦାବୀକଲେ ବିଶିଷ୍ଠ ସମାଜସେବୀ ଇଂ. ଆଶୋକ ବିଶ୍ବାଳ ଓ ସ୍ଥାନୀୟ ବାସିନ୍ଦା 

କଟକ : ବୟାଳିଶମୌଜା ମୁଖ୍ୟ ରାସ୍ତାର ପିଚୁ କାମ ଅଧା ପନ୍ତରିଆ ଭାବେ ଏବେବି ମଧ୍ୟ ପଡି ରହିଛି ଏପରିକି ବେଣ୍ଟକାର ବଜାର ଠାରୁ କିଛି ଦୂରରେ ପ୍ରାୟ ଏକ ଶହ ମିଟର ରାସ୍ତା କାମ ସମ୍ପୂର୍ଣ୍ଣ ନହେବାରୁ ରାସ୍ତାଟି ତଳ ଉପର ହୋଇ ରହିଛି । ଦୈନନ୍ଦିନ ଜୀବନରେ ଯାତାୟତର ବହୁ ଅସୁବିଧା ଭୋଗୁଛନ୍ତି ବାସିନ୍ଦା । ଫଳରେ ଦୁର୍ଘଟଣା ଘଟିବାର ସମ୍ଭାବନା ମଧ୍ୟ ରହିଛି । ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ବରିଷ୍ଠ ସମାଜସେବୀ ଇଂ.ଅଶୋକ ବିଶ୍ଵାଳ,ଅଭିରାମ ଦଳାଇ,ଶିବ ବେହେରା,ବାଇନ ନାୟକ,ରମେଶ ମଲିକ,ସମୀର ଦଳାଇ,ପ୍ରକାଶ ସାହୁ,କୁଲୁ ସେନାପତି,ପ୍ରମୋଦ ଲେଙ୍କା ପ୍ରମୁଖ ଦାବୀ କରିଛନ୍ତି ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ମହାତ୍ମା ଗାନ୍ଧୀଙ୍କ ଙ୍କ ଶହୀଦ ଦିବସ ଅବସର ରେ   ସି ପି ଆଇ ଏମ୍ ପକ୍ଷରୁ ସଦଭାବନା ଦିବସ ରୂପେ ପାଳନ

masiha

ତେରେସିଂହା ଡିଗ୍ରୀ କଲେଜରେ ସମ୍ବିଧାନ ଦିବସ ପାଳିତ

masiha

ବିପର୍ଯ୍ୟୟ ସମୟରେ କିପରି ମୁକାବିଲା କରିବା, ସେ ବାବଦରେ ପ୍ରସ୍ତୁତି ଓ ପରିଚାଳନା ପାଇଁ ତାଲିମ ଶିବିର ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!