ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଶୋକ 

ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଶୋକ 

କଟକ : ୪୨ ମୌଜା ବେଣ୍ଟକାର ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ଶିକ୍ଷକ ଡିହ ସରିଚୁଆଁ ଗ୍ରାମ ନିବାସୀ ସାହିତ୍ୟିକ ସୁଦାମ ଚରଣ ବେହେର|(୮୧) ଓ ଟାଇଁକଣା ନିବାସୀ ନୃତ୍ୟ ଓ ସଂଗୀତ ନିର୍ଦେଶକ ଗୁରୁ ଦେବେନ୍ଦ୍ର ବାରିକଙ୍କ ଦେହାନ୍ତରେ ପଟଣା ଗ୍ରାମର ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଶୋକ ପାଳନ କରାଯାଇଛି ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

କାଶୀପାଣି ଗାଁ ରେ ସିର୍ପା ସୋଳେ ( ପୁରସ୍କାର ଭୋଜିଖିଆ) କାର୍ଯ୍ୟକ୍ରମ

masiha

12ରେ ଦେଶବ୍ୟାପୀ ଧର୍ମଘଟକୁ ସଫଳ କରିବାକୁ ହିନ୍ଦ୍‌‍ ମଜଦୁର ସଭା ରାଜ୍ୟ ଉପସଭାପତିଙ୍କ ନିବେଦନ

Sunil Chandra Nayak

ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଓ ତାର ସମାଧାନ ଶିବିର ଅନୁଷ୍ଠିତ 

masiha

Leave a Comment

error: Content is protected !!