ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଇକ ଓ ବାଇକ ମୁହାଁମୁହିଁ ଧକ୍କା, ଦୁଇ ଗୁରୁତର 

ବାଇକ ଓ ବାଇକ ମୁହାଁମୁହିଁ ଧକ୍କା, ଦୁଇ ଗୁରୁତର 

ବସ୍ତା,31/03 :ରବିବାର ଅପରାହ୍ନ ସମୟରେ ବସ୍ତା ଥାନା 60 ନମ୍ବର ଜାତୀୟ ରାଜପଥ ର ନଳବାହାର ବ୍ରିଜ ନିକଟରେ ଦୁଇ ବାଇକ୍ ଧକ୍କା ଦୁଇ ଗୁରୁତର। ସୂଚନା ଅନୁସାରେ ବାଲେଶ୍ଵର ମେଡିକାଲ ରୁ କାମ ସାରି ଭୋଗରାଇ ଥାନା କୁମ୍ଭୀରଗଡ଼ି ଗ୍ରାମ ର ହରେନ୍ଦ୍ର ବାରିକ (୪୮) ଘରକୁ ଫେରୁଥିବା ସମୟରେ ନଳବାହାର ବ୍ରିଜ ନିକଟରେ , ବୀପରିତ ଦୀଗରୁ ଅନ୍ୟ ଏକ ବାଇକ ଆରୋହୀ ପୁରୁଷୋତ୍ତମ ପାଣି ଙ୍କ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ତେବେ ଉଭୟ ଗାଡ଼ି ଚାଳକ ଗୁରୁତର ହୋଇ ରାଜରସ୍ତା ଉପରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରି ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣିଥିବା ବେଳେ, ଅଧିକ ଗୁରୁତର ଥିବାରୁ ଉଭୟଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଭାରତୀୟ ସଶସ୍ତ୍ର ସେନା ବାହିନୀର ସମ୍ମାନରେ ଆୟୋଜିତ ହେଲା ତ୍ରିରଙ୍ଗା ଶୋଭାଯାତ୍ରା

masiha

ଭୁବନ ରେ ହିଙ୍ଗୁଳା ଯାତ୍ରା ଆରମ୍ଭ 

Sunil Chandra Nayak

ଏମିତିବି ଆସେ ମୃତ୍ୟୁ, ସାଇକେଲରୁ ପଡିବାମାତ୍ରେ ସୁରଥ ପଧାନଙ୍କ ପରଲୋକ 

Sunil Chandra Nayak

Leave a Comment

error: Content is protected !!