ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଭିଣେଇ କୁ ମରଣାନ୍ତକ ଆକ୍ରମଣ କଲା ଶଳା

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଭିଣେଇ କୁ ମରଣାନ୍ତକ ଆକ୍ରମଣ କଲା ଶଳା

ବସ୍ତା,୩୧/୦୩ ରବିବାର ରାତି ସମୟରେ ସିଂଲା ଥାନା ମାଛରଙ୍କା ଠାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ନିଜର ଭିଣେଇ କୁ ଶଳା ନିସ୍ତୁକ ମାଡ଼ ମାରିବା ସହିତ ମରଣାନ୍ତକ ଆକ୍ରମଣ କରୁଥିବା ଖବର ପାଇ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ଥିଲେ। ପରେ ଭିଣେଇ କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଲୋକ ବସ୍ତା ଡାକ୍ତରଖାନା କୁ ପଠାଇଥିବା ବେଳେ ବସ୍ତା ଥାନା ଗୁଡ଼ିଖାଳ ଅଞ୍ଚଳର ଶଳାକୁ ସିଂଲା ଥାନାରେ ଜିମା ଦେଇଥିଲେ। ପୋଲିସ ସଂପୃକ୍ତ ଯୁବକକୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଥିବା ଥାନାଧିକାରୀ ଭୁବନ ମୋହନ ସେଠୀ ପ୍ରକାଶ କରିଛନ୍ତି। ତେବେ ଏହି ଘଟଣାରେ କୌଣସି ଅଭିଯୋଗ ହୋଇନଥିବା ପୋଲିସ ସୂତ୍ରରୁ ଜଣାଯାଇଛି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଜଗନ୍ନାଥ ଏକ୍ସପ୍ରେସ ଟ୍ରେନରୁ ୩ ମୋବାଇଲ ଲୁଟେରା ଜଳେଶ୍ୱରରେ ଗିରଫ 

Sunil Chandra Nayak

ନବଜାତ ଶିଶୁପୁତ୍ର ଅଲୋଡା ! ଶିଶୁର ମୃତଦେହକୁ ଝୁଣୁଥିବା କୁକୁର ମୁହଁରୁ ଗ୍ରାମବାସୀଙ୍କ ଦ୍ବାରା ଉଦ୍ଧାର 

ମହା ଦୁର୍ନିତି ଅଭିଯୋଗରେ ସଫେଦ ସାହିବା ଯାମଦା ତହସିଲଦାର ମଧୁସ୍ମିତା ସିଂ ଙ୍କୁ ନିଲମ୍ବନ ପୁରସ୍କାର ଦେଲେ ମୋହନ ସରକାର

Sunil Chandra Nayak

Leave a Comment

error: Content is protected !!