ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପର୍ବତ୍ୟାଞ୍ଚଳରେ ନୂଆପଡା ଜିଲ୍ଲାପାଳ ସ୍ବାଧା ଦେବ ସିଂ, ଏସପି ପ୍ରତ୍ୟୁଷ ଦିବାକର 

 ନୂଆପଡା ଜିଲ୍ଲାପାଳ ସ୍ବାଧାଦେଵ ସିଂ ଏବଂ ନୂଆପଡା ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିବାକର ଜିଲ୍ଲାର ଉପାନ୍ତ ଏବଂ ପାର୍ବତ୍ୟାଅଞ୍ଚଳ ପାଟଧରାକୁ ପରିଦର୍ଶନ କରିଛନ୍ତି।ସେଠାରେ ସ୍କୁଲ ସମସ୍ୟା ସାଙ୍ଗକୁ ପାନୀୟ ଜଳ, ଗମନାଗମନ ସୁବ୍ୟବସ୍ଥା ଉପରେ ଆଲୋଚନା କରିଛନ୍ତି। କୁଇମୁଣ୍ଡା ଠାରେ ନଲା ଉପରେ ବ୍ରିଜ ନିର୍ମାଣ ନେଇ ଗ୍ରାମବାସୀ ମାନେ ଦାବୀ କରିଥିଲେ।ସ୍କୁଲ ସମସ୍ୟା ନେଇ ସିଆଲଲଟି ଶିକ୍ଷା ବିଭାଗ ସିଆରସିସି ବୈଷ୍ଣବ ଦୁରିଆ ସହ ଆଲୋଚନା କରିଛନ୍ତି। ପାଟଧରା ଠାରେ ଏକ ଆଶ୍ରମ ସ୍କୁଲ ସ୍ଥାପନ କଲେ ଉପରେ ଥିବା ୮/୯ ଗୋଟି ସ୍କୁଲ ଛାତ୍ର ଛାତ୍ରୀ ଆବାସିକ ବିଦ୍ୟାଳୟରେ ରହି ଅଧ୍ୟୟନ କରିବା ପ୍ରସ୍ତାବ ଦେଇଥିଲେ। ପାର୍ବତ୍ୟାଅଞ୍ଚଳରେ ଶିକ୍ଷକଙ୍କୁ ଆସି ଶିକ୍ଷାଦାନ ବ୍ୟବସ୍ଥା ଉପରେ ଗୁରୁତ୍ବ ଦେଇଥିଲେ। ସେହିପରି ପର୍ବତ୍ୟାଞ୍ଚଳରେ ଶିକ୍ଷାଦାନ କରୁଥିବା ଶିକ୍ଷକ ନିଜର ୧/୨ ବର୍ଷ ପରେ ନିଜ ପସନ୍ଦ ସ୍କୁଲ କୁ ବଦଳି ହେବା ବ୍ୟବସ୍ଥା କରିବା ଜରୁରୀ ଅଟେ। ଏହି ବ୍ୟବସ୍ଥା ଲାଗୁ ହେଲେ ଶିକ୍ଷକମାନେ ପାର୍ବତ୍ୟାଅଂଚଳରେ ଶିକ୍ଷାଦାନ ପାଇଁ ଅଧିକ ରୁଚି ଦେଖାଇବେ। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଗାନ୍ଧୀ ଜୟନ୍ତୀରେ କଙ୍କଡାହାଡ଼ ବ୍ଲକ ସାମ୍ବାଦିକ ସଂଘ ତରଫରୁ ସଫେଇ କାର୍ଯ୍ୟକ୍ରମ ଓ ଫଳ ବଣ୍ଟନ

Sunil Chandra Nayak

ରାଇଘର ଦଳ ମଣ୍ଡେଇ କପ ଫୁଟବଲର ଚମ୍ପିୟାନ

Sunil Chandra Nayak

ପଶ୍ଚିମ ଓଡିଶା ବିକାଶ ପରିଷଦ ର ଅଧ୍ୟକ୍ଷ ଙ୍କୁ ପତ୍ର ମାଧ୍ୟମ ରେ ଦାବି ଜଣାଇଲେ ଖଡ଼ିଆଳ ବିଧାୟକ

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort