ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଟ୍ଟାମୁଣ୍ଡାଇ ବ୍ଲକ ଏସୟୁଯେ ସାମ୍ବାଦିକ ସଂଘ କମିଟି ପୁନଃ ଗଠନ ଓ ଜରୁରୀ ବୈଠକ ଅନୁଷ୍ଠିତ

ପଟ୍ଟାମୁଣ୍ଡାଇ ବ୍ଲକ ଏସୟୁଯେ ସାମ୍ବାଦିକ ସଂଘ କମିଟି ପୁନଃ ଗଠନ ଓ ଜରୁରୀ ବୈଠକ ଅନୁଷ୍ଠିତ

କେନ୍ଦ୍ରାପଡ଼ା : ଆଜି ପଟ୍ଟାମୁଣ୍ଡାଇ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣ ରେ ପଟ୍ଟାମୁଣ୍ଡାଇ ବ୍ଲକ ଏସୟୁଯେ ସାମ୍ବାଦିକ ସଂଘ କମିଟି ପୁନଃ ଗଠନ ବୈଠକ ବରିଷ୍ଠ ସାମ୍ବାଦିକ ତଥା ଏସୟୁଯେ ର ଉପଦେଷ୍ଟା ଅଖୟ କୁମାର ବିଶ୍ବାଳ କ ସଭାପତି ତୃରେ ଅନୁଷ୍ଠିତ ହୋଇଯାଇଛି , ଆଜିର ରଵୈଠକରେ ଏସୟୁଯେ ର ସମସ୍ତ ସଭ୍ୟ ଉପସ୍ଥିତ ହୋଇ ନିଜ ନିଜ ର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ବ୍ଲକ ସ୍ତରୀୟ କମିଟି ୨ ବର୍ଷ ପରେ ରାଜ୍ୟ ୟୁନିଟ ର ପରାମର୍ଶ ପରେ ଜିଲ୍ଲା କମିଟି ର ଉପସଭାପତି ଯୁବ ସାମ୍ବାଦିକ ସମାଜ ସେବୀ ସଞ୍ଜୟ ପଣ୍ଡା କୁ ଉପସ୍ଥିତ ରେ ସଭାପତି ଭାବେ ଉପେନ୍ଦ୍ର ନାୟକ ଉପସଭାପତି ଭାବେ ଯୁଵେଶ କୁମାର ନାଏକ ସଂପାଦକ, ସନ୍ତୋଷ କୁମାର ପତି,ସହ ସଂପାଦକ ହିମାଂଶୁ ମହାନ୍ତି ଓ କୋଷାଧ୍ୟକ୍ଷ ଶିଶିର କୁମାର ସେଣ ମନୋନୀତ ହୋଇଥିବା ଵେଳେ ଉପଦେଷ୍ଟା ଭାବେ ବରିଷ୍ଠ ସାମ୍ବାଦିକ ଅଖୟ କୁମାର ବିଶ୍ବାଳ ଵଜଵଧୁ ଦାସ ଓ ସୁଶାନ୍ତ କୁମାର ଧଳ ଙ୍କୁ ଉପଦେଷ୍ଟା ଭାବେ ମନୋନୀତ କରାଯାଇ ଅଛି ଏହା ପୂର୍ବରୁ ୨ ବର୍ଷ ନିଷ୍ଠାର ସହିତ ସଭାପତି ଭାବେ ସୁଧାଂଶୁ ତ୍ରିପାଠୀ ଅଞ୍ଚଳ ର ଵହୁ ଗୁରୁତୃ ପୂର୍ବ ସମସ୍ୟା ଓ ସାମ୍ବାଦିକ ସଂଘ ଉନ୍ନତି ପାଇଁ ଵହୁ କାର୍ଯ୍ୟ କରିଥିବାରୁ ଆଜ ଦିନ ସଭା ରେ ତାଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।

ଏହି ଅବସରରେ ଓଡ଼ିଶା ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଧୃବ ଅନ୍ନପୂର୍ଣ୍ଣା ସେବା ଓ କଳା ପରିଷଦ ସଭାପତି ଯୁବ ସମାଜ ସେବୀ ନଳିନୀ କାନ୍ତ‌‌‌ ସ୍ଵାଇଁ ଜିଲ୍ଲା ଉପସଭାପତି ସଞ୍ଜୟ ପଣ୍ଡା କୁ ସମେତ ସମସ୍ତ ସାମ୍ବାଦିକ ମାନଙ୍କୁ ଗୋଲାପ ଫୁଲ ଦେଇ ଶୁଭେଚ୍ଛା ଜଣାଇଥିଲେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ର ପୁଅକୁ ରାଜ୍ୟ ସୋସିଆଲ ଅଡିଟ ୟୁନିଟ ର ସାଧାରଣ ସଂପାଦକ ଭାବେ ରାଜ୍ୟ ୟୁନିଟ ମନୋନୀତ କରିଥିବାରୁ ପଟ୍ଟାମୁଣ୍ଡାଇ ବ୍ଲକ ତଥା ଜିଲ୍ଲା ଏସୟୁଯେ ୟୁନିଟ ତରଫରୁ ଯୁବ ସମାଜ ସେବୀ କୁ ଜିଲ୍ଲା ଉପସଭାପତି ସଞ୍ଜୟ ପଣ୍ଡା ଓ ପଟ୍ଟାମୁଣ୍ଡାଇ ବ୍ଲକ ସଭାପତି ସମେତ ସମସ୍ତ ସାମ୍ବାଦିକ ଉତରିୟ ଓ ଫୁଲ ତୋଡା ଦେଇ ଶୁଭେଚ୍ଛା ଜଣାଇଥିଲେ.!

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!

Related posts

ଏସ୍‌ଆଇଆର୍‌-୨୦୨୬ର ଅଗ୍ରଗତି ସମୀକ୍ଷା ଓ କ୍ଷେତ୍ରସ୍ତରୀୟ ଯାଞ୍ଚ ରାୟଗଡ଼ ଜିଲ୍ଲାରେ ନିର୍ଦ୍ଦେଶକ ତଥା ନିର୍ବାଚକ ତାଲିକା ପର୍ଯ୍ୟବେକ୍ଷକଙ୍କ ଦ୍ୱିତୀୟ ଜିଲ୍ଲା ଗସ୍ତ

Sunil Chandra Nayak

ବ୍ରହ୍ମପୁର ସିଭିଲ କୋର୍ଟ ପରିସରରେ ବିଶ୍ବ ପରିବେଶ ଦିବସ ପାଳିତ 

ପଲମ୍ କ୍ଲଷ୍ଟର ପକ୍ଷରୁ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ 

masiha

Leave a Comment

error: Content is protected !!