ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଲ ଓଡିଶା ଆଶା କର୍ମୀ ସଂଘ ବିଭିନ୍ନ ସମସ୍ୟା ନେଇ  ଜିଲ୍ଲାପାଳଙ୍କୁ ଭେଟିଲେ 

ଅଲ ଓଡିଶା ଆଶା କର୍ମୀ ସଂଘ ବିଭିନ୍ନ ସମସ୍ୟା ନେଇ  ଜିଲ୍ଲାପାଳଙ୍କୁ ଭେଟିଲେ 

ଢେଙ୍କାନାଳ (ମନିସ )25/12/24 // ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଆଶା କର୍ମୀମାନେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି ।ସେମାନ ଆଜି ଶତାଧିକ ଆଶା କର୍ମୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲାପାଳଙ୍କୁ ଭେଟି ନିଜର ସମସ୍ୟାଗୁଡିକୁ ଲିଖିତ ଭାବେ ଜଣାଇ ତୁରନ୍ତ ସମାଧାନ ପାଇଁ ଦାବି କରିଛନ୍ତି।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଗୋଲାପ ଫୁଲ ଦେଇ ସଡକ ସୁରକ୍ଷା ସଚେତନତା

masiha

ସୁନ୍ଦରଗଡ଼ ଠାରେ ବିଶ୍ଵ ରେଡକ୍ରସ ଦିବସ ପାଳିତ

masiha

ପ୍ରାଚୀନ ଶ୍ରୀ କାଳେଶ୍ୱର ଶୈବପୀଠର ସୌନ୍ଦର୍ଯ୍ୟ କରଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ

Leave a Comment

error: Content is protected !!