ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରବାସୀ ଭାରତୀୟ ଦିବସ ପାଳନ 

ପ୍ରବାସୀ ଭାରତୀୟ ଦିବସ ପାଳନ 

ଆସିକା ,୧୦/୧/୨୫ // ଧରାକୋଟ ସ୍ଥିତ ସରକାରୀ ସ୍ନାତକ ମହାବିଦ୍ୟାଳୟ ରେ ପ୍ରବାସୀ ଭାରତୀୟ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ଅଧ୍ୟକ୍ଷ ଡ ସୁଜିତ କୁମାର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକ ରେ ସ୍ଥାନୀୟ ଏସ ବି ଆଇ ଶାଖା ପରିଚାଳକ ଗୌତମ ରାଉତ ଅତିଥି ଭାବରେ ଯୋଗଦେଇ ସାଧାରଣ ଜ୍ଞାନ,ପ୍ରଶ୍ନୋତ୍ତର , ଓ ଲିଖନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳତା ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ । ପରିବେଶ ବିଜ୍ଞାନ ବିଭାଗର ଅତିଥି ଅଧ୍ୟାପିକା ସୈଳଜା ସଂଘମିତ୍ରା ବିଶ୍ଵାଳ କାର୍ଯ୍ୟକ୍ରମ ର ପରିଚାଳନା କରିଥିବା ବେଳେ ଅଧ୍ୟାପିକା ଆରତୀ ପ୍ରଧାନ, କେ ଲିମା ପାତ୍ର, ପୂର୍ଣ୍ଣ ଚନ୍ଦ୍ର ଦାସ ଙ୍କ ସମେତ କର୍ମଚାରୀ ଅଶୋକ କୁମାର ଗୌଡ଼,ରାକେଶ ସ୍ୱାଇଁ ଓ ପ୍ରଭାସିନୀ ନାହାକ ଏଥିରେ ସହଯୋଗ ପ୍ରଦାନ କରିଥିଲେ।

ଆସିକା ରୁ ଶିବ ଶଙ୍କର ମିଶ୍ର ମସୀହା ନ୍ୟୁଜ୍

Related posts

ଡାବୁଗାଁରେ ଖାଦ୍ୟ ସୁରକ୍ଷା ମେଳା

Sunil Chandra Nayak

୮୫ ବର୍ଷୀୟା ବିଧବା ମହିଳା ସତ୍ୟଭାମା କେବେ ପାଇବ ବର୍ଦ୍ଧିତ ୩୫୦୦ ବାର୍ଦ୍ଧକ୍ୟ ଭତ୍ତା:ପ୍ରଶାସନ ର ଦୃଷ୍ଟି ପଡୁ 

Sunil Chandra Nayak

କେସିଙ୍ଗା ବ୍ଲକ ଗୁର୍ଜିମୁଣ୍ଡା ରେ ବିଶେଷ ଦାନ୍ତ ଚିକିତ୍ସା ସ୍ଵାସ୍ଥ୍ୟ ଶିବିର 

Sunil Chandra Nayak

Leave a Comment

error: Content is protected !!