ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜଧାନୀ ଭୁବନେଶ୍ଵର ରେ ୫ ଦିନିଆ ମୁକ୍ତେଶ୍ବର ନୃତ୍ୟ ଉତ୍ସବ ଅନୁଷ୍ଠିତ

ରାଜଧାନୀ ଭୁବନେଶ୍ଵର ରେ ୫ ଦିନିଆ ମୁକ୍ତେଶ୍ବର ନୃତ୍ୟ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର:-ପ୍ରବାସୀ ଭାରତୀୟ ଦିବସ ପାଇଁ ଉତ୍ସବମୁଖର ରାଜଧାନୀ। ୮ରୁ ତିନିଦିନ ଧରି ଜନତା ମ‌ଇଦାନରେ ପ୍ରବାସୀ ଭାରତୀୟ ଦିବସ ପାଳନ କରାଯାଇଥିଲା। ଏଥିରେ ପ୍ରାୟ ୫ହଜାର ପ୍ରବାସୀ ଭାରତୀୟ ସାମିଲ ହୋଇଥିଲେ।ଏହାକୁ ନେଇ ୭ ଅର୍ଥାତ ଦିନକ ପୂର୍ବରୁ ରାଜଧାନୀରେ ସାଂସ୍କୃତିକ ଭାବାବେଗ ସୃଷ୍ଟି କରାଯାଇଥିଲା। ୨୦୨୫ରେ ଗୋଟିଏ ଦିନରେ ରାଜରାଣୀ ସଙ୍ଗୀତ ମହୋତ୍ସବ ଓ ମୁକ୍ତେଶ୍ବର ନୃତ୍ୟ ଉତ୍ସବ ଏବଂ ଅନ୍ତର୍ଜାତୀୟ ଓଡ଼ିଶୀ ଉତ୍ସବ ଆହୋଜିତ ହୋଇଥିଲା।

ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟ ଶଙ୍କର ଯୋଗଦାନ କରି ଶୁଭାରମ୍ଭ କରିଥିଲେ ଓ ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବରେ ଯୋଗ ଦେଇଥିଲେ ଓଡ଼ିଶା ର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ସାଂସଦ ସଂଗୀତା ସିଂହଦେଓ। ମୁକ୍ତେଶ୍ଵର ନୃତ୍ୟ ଉତ୍ସବର ଉଦ୍- ଘାଟନୀ ସଂନ୍ଧ୍ଯାରେ “କଳିଙ୍ଗାୟନ ତୌର୍ୟତ୍ରିକମ” ର କଳାକାର ମାନେ ମନମୁଗ୍ଧ କର ନୃତ୍ୟ ପରିବେଷଣ କରିଥିଲେ।

ସତିଶ କୁମାର ଦାଶ ଙ୍କ ରିପୋର୍ଟ୍ 

Related posts

ବିଭାଗ ଚୁପ୍, ଚାଷୀ କଲେ ଘାଇ ମରାମତି

masiha

ଅବସରପ୍ରାପ୍ତ ସୈନିକଙ୍କୁ ଗ୍ରାମବାସୀଙ୍କ ବିପୁଳ ସମ୍ବର୍ଦ୍ଧନା

Sunil Chandra Nayak

Tributes Paid to Musician Sikandar Alam on His Death Anniversary.

Sunil Chandra Nayak

Leave a Comment

error: Content is protected !!