ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତେରେସିଂହାରେ ଜାତୀୟ ଯୁବ ଦିବସ ପାଳିତ

ତେରେସିଂହାରେ ଜାତୀୟ ଯୁବ ଦିବସ ପାଳିତ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା ତେରେସିଂହା ସ୍ଥିତ କୌଶିକ ବାବା ଡିଗ୍ରୀ କଲେଜ ଠାରେ ଜାତୀୟ ଯୁବ ଦିବସ ପାଳନ ହୋଇ ଯାଇଛି। ଏନ୍ ଏସ୍ ଏସ୍ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୋଡାଲ ଅଫିସର ରବି ମାଝୀ, ଅଧ୍ୟାପକ ମାନସ ରଂଜନ ବାଗ ଏବଂ ଛାତ୍ରଛାତ୍ରୀମାନେ ଯୋଗଦାନ କରିଥିଲେ। ସ୍ବାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ଅବସରରେ ତାଙ୍କର ନୀତିଶିକ୍ଷା ଜୀବନ ଦର୍ଶନ ସମ୍ପର୍କରେ ଆଲୋଚନା କରା ଯାଇଥିଲା। ଜଣେ ଯୁବକ ବ୍ଯକ୍ତିତ୍ବ ଗଠନ, ରାଷ୍ଟ୍ର ନିର୍ମାଣ , ମାନବ ପ୍ରେମ ଆଦି କୁ ଗୁରୁତ୍ବାରୋପ କରିବା ଉଚିତ୍ ବୋଲି ଶ୍ରୀ ମାଝୀ କହିଥିଲେ।

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଚିଲଡଙ୍ଗରି ଗ୍ରାମକୁ ମିଳିଲା ରାଜସ୍ୱ ଗ୍ରାମର ମାନ୍ୟତା 

Sunil Chandra Nayak

ଚୁକ୍ତିଭିତ୍ତିକ ନିଯୁକ୍ତି ଅଧ୍ୟାୟ ର ପରିସମାପ୍ତି ନେଇ ମୁଖ୍ୟମନ୍ତ୍ରୀ ଙ୍କୁ  ଅଶେଷ ଧନ୍ୟବାଦ ଜଣାଇଲେ ଓଡିଶା ଅମଲା ସଙ୍ଘର ସଭାପତି

Sunil Chandra Nayak

ମହିଳାଙ୍କ ଦ୍ୱାରା ଦେଶୀଭାଟି ଘେରାଉ

Sunil Chandra Nayak

Leave a Comment

error: Content is protected !!