ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସହକାରୀ ଶିକ୍ଷକ ସଂଘର ବନ୍ଧୁ ମିଳନ ଓ କାର୍ଯ୍ୟକର୍ତ୍ତା ଚୟନ

ସହକାରୀ ଶିକ୍ଷକ ସଂଘର ବନ୍ଧୁ ମିଳନ ଓ କାର୍ଯ୍ୟକର୍ତ୍ତା ଚୟନ

ଆସିକା ,୧୨/୧/୨୫ // ଧରାକୋଟ ବ୍ଲକରେ କାର୍ଯ୍ୟରତ ସହକାରୀ ଶିକ୍ଷକ ସଂଘ ଏକ୍ସ କେଡର ମାନଙ୍କ ନୂତନ ବର୍ଷ ଅବସରରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଧରାକୋଟ ନୂତନ ବସଷ୍ଟାଣ୍ଡ ନିକଟସ୍ଥ କପିଳାସ ଠାକୁରାଣୀ ଙ୍କ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସଂଘର ନୂତନ କର୍ମକର୍ତା ଚୟନ ହୋଇଥିଲା । ସଭାପତି ଭାବରେ ଅରୁଣ ପଟ୍ଟନାୟକ,କାର୍ଯ୍ୟକାରୀ ସଭାପତି ଭାବରେ ରାଜୀବ ପ୍ରଧାନ,ସମ୍ପାଦକ ଭାବରେ ସନ୍ତୋଷ ସ୍ୱାଇଁ,କୋଷାଧ୍ୟକ୍ଷ ଭାବରେ ବୁଲୁ ପ୍ରଧାନ ମନୋନୀତ ହୋଇଥିବା ବେଳେ ଉପଦେଷ୍ଟା ଭାବରେ ଗୋପୀନାଥ ଷଡ଼ଙ୍ଗୀ,ଲକ୍ଷ୍ମୀ କାନ୍ତ ଶତପଥୀ,ସତ୍ୟବ୍ରତ ତ୍ରିପାଠୀ ଓ କଳା କୃଷ୍ଣ ପାଢ଼ୀ ମନୋନୀତ ହୋଇଛନ୍ତି। ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷାଦାନ ସହ ସରକାରୀ କାର୍ଯ୍ୟକ୍ରମ ଗୁଡ଼ିକର ସଫଳ ରୂପାୟନ ପାଇଁ ନିଷ୍ଠାପର ଭାବରେ କାର୍ଯ୍ୟ କରିବା ପାଇଁ ସମସ୍ତେ ଶପଥ ନେଇଥିଲେ ।

ଆସିକା ରୁ ଶିବ ଶଙ୍କର ମିଶ୍ର ମସୀହା ନ୍ୟୁଜ୍

Related posts

ସଂସ୍କୃତ ଦିଵସ ପାଳନ 

Sunil Chandra Nayak

ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତ ଅବସରରେ କଳାହାଣ୍ଡି ଜିଲ୍ଲା ସ୍ତରୀୟ ବିକାଶ ମେଳା

masiha

ରାଇରଙ୍ଗପୁର ଥାନା ପରିସରରେ ଆମ ପୁଲିସ ସମିତି ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!