ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମାଜିକ ସଂଗଠନ ପକ୍ଷରୁ ଗାୟକ କୈବଲ୍ୟ ଶ୍ରୀଯୁକ୍ତ ଅଶୋକ କୁମାର ସାହୁଙ୍କୁ ସମ୍ବର୍ଧନା

ସାମାଜିକ ସଂଗଠନ ପକ୍ଷରୁ ଗାୟକ କୈବଲ୍ୟ ଶ୍ରୀଯୁକ୍ତ ଅଶୋକ କୁମାର ସାହୁଙ୍କୁ ସମ୍ବର୍ଧନା

 କଟକ : ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ୪୨ ମୌଜା ପକ୍ଷରୁ ଶଙ୍କରପୁର ବାଦାମବାଡ଼ି ଅଞ୍ଚଳର ଗର୍ବ ଓ ଗୌରବ ଗାୟକ କୈବଲ୍ୟ ଅଶୋକ କୁମାର ସାହୁଙ୍କୁ ଶ୍ରୀ ନୀଳାଚଳ ନିଖିଲୋତ୍କଳ ପଲଗାୟକ ସମ୍ମିଳନୀ ପୁରୀ ଶ୍ରୀଗୁଣ୍ଡିଚା ମଣ୍ଡପ ସରଧା ବାଲିରେ ଅନୁଷ୍ଟିତ ସଭାରେ ଦୟାନିଧି ପ୍ରତିଭା ସମ୍ମାନ – ୨୦୨୫ ପ୍ରଦାନ କରା ଯାଇଛି । ପ୍ରତିଷ୍ଠାନର ସଭାପତି ସରୋଜ ନଳିନୀ ପରିଜା,ଉପ ସଭାପତି ଉପେନ୍ଦ୍ର ବାରିକ୍,ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତି ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ପ୍ରକାଶ ପାଇଲା କବିତା ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ ସନ୍ଧ୍ୟାରାଣୀ

masiha

ଗରିମା ପରିବାର ଓ ଲାୟନ୍ସ ଇଣ୍ଟରନ୍ୟାସନାଲ ମିଳିତ ସହଯୋଗରେ ରଜ ରାଜକୁମାରୀ ସିଜିନ୍-୫ ଅନୁଷ୍ଠିତ

Sunil Chandra Nayak

ବିଶ୍ୱନାଥପୁର-ମୂଷାନାଳ ରାସ୍ତା ବିଭାଗ କଲାନି : ଲୋକ କଲେ ମରାମତି

Sunil Chandra Nayak

Leave a Comment

error: Content is protected !!