ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଖୋଜ ମହିଳାଙ୍କ ସନ୍ଧାନ ମିଳୁନି 

ନିଖୋଜ ମହିଳାଙ୍କ ସନ୍ଧାନ ମିଳୁନି 

କଟକ : ଶ୍ଵଶୁରଙ୍କୁ କଟକ ବଡ ଡାକ୍ତର ଖାନା (ଏସସିବି ମେଡିକାଲ) ଚିକିତ୍ସା ପାଇଁ ନେଇକି ଆସିଥିବା ବୋହୂ ଗତ ମଙ୍ଗଳବାର ଠାରୁ ନିଖୋଜ ହୋଇଯାଇଛନ୍ତି l ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କ ସନ୍ଧାନ ମିଳିପାରିନାହିଁ l ନିଖୋଜ ମହିଳା ଜଣଙ୍କ ହେଲେ ସୌଦାମିନୀ ସାହୁl ତାଙ୍କ ଘର ଜଗତସିଂପୁର ଜିଲ୍ଲା ବିରିଡି ବ୍ଲକ ଅଧୀନ ମଙ୍ଗୁଲି ଗ୍ରାମରେ l ବାପ ଘର କଟକ ସଦର ବ୍ଲକ ଅନ୍ତର୍ଗତ ଯଶପଡ଼ା ଗ୍ରାମରେ l ଏ ସମ୍ପର୍କରେ ପରିବାର ଲୋକେ କଟକ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଛନ୍ତି l ପୋଲିସ ଏକ ମାମଲା (ନଂ.୪/୨୫)ରୁଜୁ କରି ତଦନ୍ତ ଜାରି ରଖିଛି l 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ବି.ଏନ୍.କେ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମୁଖ୍ୟମନ୍ତ୍ରୀ ବି.ଏନ୍.କେ ଉଚ୍ଚ ବିଦ୍ୟାଳୟ ପାଇବ ପି. ଏମ. ଶ୍ରୀ ମାନ୍ୟତା: ୭ କୋଟି ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ 

Sunil Chandra Nayak

ହିଲ୍ ଟାଉନ ଡେଭଲପମେଣ୍ଟ କମିଟି ର କର୍ମକର୍ତା ଚୟନ

Sunil Chandra Nayak

ଅନାସ୍ଥା ପ୍ରସ୍ତାବ ଡ୍ରାମା… ପୁଣି ସ୍ଥଗିତ ହେଲା ଜୁନାଗଡ଼ ଏନ୍‌ଏସିରେ ଅନାସ୍ଥା ଭୋଟ୍‌

masiha

Leave a Comment

error: Content is protected !!