ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା କଂଗ୍ରେସ ତରଫରୁ ନୂଆ ବର୍ଷ ପାଳନ ଓ ବନ୍ଧୁ ମିଳନ ଆୟୋଜିତ

ଜିଲ୍ଲା କଂଗ୍ରେସ ତରଫରୁ ନୂଆ ବର୍ଷ ପାଳନ ଓ ବନ୍ଧୁ ମିଳନ ଆୟୋଜିତ

ରାଉରକେଲା:ଜିଲ୍ଲା କଂଗ୍ରେସ ସଭାପତି ରବି ରାୟ ଙ୍କ ନେତୃତ୍ୱ ରେ ନୂଆବର୍ଷ ଉପଲକ୍ଷେ ଏକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସଦସ୍ୟମାନେ ପରଷ୍ପରକୁ ନୂଆବର୍ଷ ର ଅଭିନନ୍ଦନ ଜଣାଇବା ସହ ସମସ୍ତଙ୍କ ମଧ୍ୟରେ ଐକ୍ୟବଦ୍ଧତା ଓ ଭାଇଚାରା ବଜାୟ ରଖି ଦଳକୁ ମଜଭୁତ କରିବା ପାଇଁ ଆହ୍ବାନ ଦେଇଥିଲେ। ଏହି ଅବସରରେ କର୍ମକର୍ତ୍ତା ଗଣ ନିଜର ବିଭିନ୍ନ ଦାବି ଗୁଡିକ ସମ୍ପର୍କରେ ଆଲୋଚନା କରିଥିଲେ । 

ଅତିଥି ଭାବରେ କଂଗ୍ରେସ ର ବହୁତ ପୁରୁଖା ନେତା ମାନେ ଉପସ୍ଥିତ ଥିଲେ ।, ଦେବବିହାରୀ ଦାସ, ସବୀର ହୁସେନ, ରଶ୍ମି ପାଢ଼ୀ, ଗଣେଶ ପ୍ରଧାନ, ସୁଶୀଲ କିଣ୍ଡୋ, ସନ୍ତୋଷ ବିଶ୍ୱାଳ, ଆଶିଷ ମହାନ୍ତି, ପି. ଲିନା ,ଗୋପାଳ ଦାସ, ବନମାଳୀ ବିଶୋଇ, ତୁଷାରକାନ୍ତ ଧଳ, ଲତା ନାୟକ, ସୁଶୀଲ ପଟ୍ଟନାୟକ, ବ୍ରଜବନ୍ଧୁ ତ୍ରିପାଠୀ, ଭୀମ ମହନ୍ତ, ମାନୁ ସାମଲ, ଧୂସା ନାୟକ, ରଘୁ ଦାସ, ସୂବେଶ ସେଠି, ବିଶ୍ଵନାଥ ବାରିକ, ବସନ୍ତ ସାମଲ, ବିଜୟ ଅପଟ, ରମେଶ ଗୁପ୍ତା, ବିସ୍ମୟ ଦାସ, ଶେଖ ସମୀର, ଗୌରବ ହୁସେନ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ। 

 ଦଳ ପାଇଁ ଜୀବନ ବ୍ୟାପି ନିସ୍ଵାର୍ଥପର ସେବା ପାଇଁ କଂଗ୍ରେସ ତରଫରୁ ୧୦ ଜଣଙ୍କୁ କୁ ସମ୍ମାନିତ କରା ଯାଇଥିଲା । ସର୍ବଶ୍ରୀ ରମାନନ୍ଦ ଶ୍ରୀଚନ୍ଦନ, ସର୍ଦ୍ଦାର ବରିୟମ, ସୋମନାଥ ପଣ୍ଡା, ଗଙ୍ଗାଧର ପାତ୍ର, ମଞ୍ଜୁଲତା, ରାମସିଂ ମୁନା, ଅକ୍ଷୟ ନାୟକ, ଧନ କୁମାର ବାରା, ଏମଡି ଫାରୁକ ଖାନ, ଶାନ୍ତିଲତା ରାଉତଙ୍କୁ ସାମ୍ମାନିତ କରାଯାଇଥିଲା। ଶେଷରେ ଜିଲ୍ଲା ସଭାପତି ରବି ରାୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ( ଆର୍ମି), ବାରାକପୁର, କୋଲକତାରେ ଏଭେରେଷ୍ଟ ଆରୋହୀ ଯୋଗବ୍ୟାସ ଭୋଇଙ୍କର ଉଦବୋଧନ 

Sunil Chandra Nayak

୧- ଛଦେଶ ଅଞ୍ଚଳରେ ବାରମ୍ବାର ଅଘୋଷିତ ବିଦ୍ୟୁତ୍ କାଟ,ବଢୁଛି ଅସନ୍ତୋଷ , ୨- କାମାକ୍ଷାନଗର ରେ ‘ଉଲ୍ଲାସ’ କାର୍ଯ୍ୟକ୍ରମ , ୩- ବିଦ୍ୟୁତ୍ ସ୍ବାଡ୍‌ର ଚଢ଼ଉକୁ ନେଇ ଉତ୍ତେଜନା , ୪- କାମାକ୍ଷାନଗର ମହାବିଦ୍ୟାଳୟ ପକ୍ଷରୁ ସାମ୍ୱାଦିକ ଗୌରବ ଗିରିଶ ନନ୍ଦଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ , ୫-ଢେଙ୍କାନାଳ ସହରରେ ବୋମାମାଡ଼ ଘଟଣା ଦୁଇ ସାହି ମଧ୍ୟରେ ଚାପା ଉତ୍ତେଜନା , ୬- ଶାମାଚରଣପୁର ଓଭରବ୍ରିଜ୍ ବାଡ଼ରେ ପିଟିହୋଇ ବାଇକ ଚାଳକ ମୃତ ,୭- ଆଉ କିଛି ଦିନ ପରେ ଗଣେଶ ପୂଜା ଥିବାରୁ ମୂର୍ତ୍ତି କାରିଗରମାନେ ଗଣେଶ ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ , ୮- ସାମ୍ବାଦିକ ଗୌରବ ଗିରୀଶ ଚନ୍ଦ୍ର ନନ୍ଦଙ୍କ ଶ୍ରାଦ୍ଧ ଦିବସ ପାଳିତ 

Sunil Chandra Nayak

ଖେଦାପଡା ଠାରେ ସୌର ଚାଳିତ ପାନୀୟ ଜଳ ପ୍ରକଳ୍ପ ଲୋକାର୍ପଣ 

masiha

Leave a Comment

error: Content is protected !!