ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦିବ୍ୟାଙ୍ଗକୁ ପ୍ରଶାସନ ଦ୍ଵାରା ସ୍କୁଟି ପ୍ରଦାନ

ନବରଙ୍ଗପୁର—(ମସିହା) ନବରଙ୍ଗପୁର ଜିଲ୍ଲା ରେ ପ୍ରଥମ ଥର ପାଇଁ କୋଷାଗୁମୁଡା ବ୍ଲକ ର ଏକ ଦିବ୍ୟାଙ୍ଗ ଘାସିଆ ମାଳି( 30) ବର୍ଷ ର ଯୁବକ କୁ ଦିବ୍ୟାଙ୍ଗ ମାନଂକ ଅନୁରୂପେ ପରିଵର୍ତ୍ତିତ ଏକ ହିରୋ କମ୍ପାନୀ ର Scooty ପ୍ରଦାନ କରାଯାଇଛି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶସକ୍ତି କରଣ ବିଭାଗ ଦ୍ୱାରା ପ୍ରଦତ୍ତ ଏହି ସ୍କୁଟି କୁ ଜିଲ୍ଲା ଅତିରିକ୍ତ ଜିଲ୍ଲା ପାଳ ଶ୍ରୀ ଭାସ୍କର ରାଇତୋ ହିତାଧିକାରୀ କୁ ପ୍ରଦାନ କରିଥିଲେ। ଏହି ଅବସରରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ବାରିପଦା ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ , ପି ସି ପୁର ସ୍କୁଲ ଶ୍ରେଷ୍ଠ ସାଂସ୍କୃତିକ ଦଳ ବିବେଚିତ

Sunil Chandra Nayak

ସାହିତ୍ୟ ପତ୍ରିକା ନବକାକଳି ର ବିଷୁବ ପୁରସ୍କାର ..

Sunil Chandra Nayak

ଗୋରୁମହିଷାଣୀ ଅଂଚଳର ଧର୍ମପରାୟଣ ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସରୋଜ ପଟ୍ଟନାୟକଙ୍କ ମହାପ୍ରୟାଣ 

masiha

Leave a Comment

error: Content is protected !!