ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ବାମୀଜୀ ଯୁବକ ସଂଘର ୨୮ ତମ ବାର୍ଷିକ ଉତ୍ସବ ଓ ମେଧା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ

ସ୍ବାମୀଜୀ ଯୁବକ ସଂଘର ୨୮ ତମ ବାର୍ଷିକ ଉତ୍ସବ ଓ ମେଧା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ

କଟକ : ୪୨ ମୌଜା ବରାଳ ଗ୍ରାମର ସାମାଜିକ ସଙ୍ଗଠନ ସ୍ବାମୀଜୀ ଯୁବକ ସଂଘର ୨୮ ତମ ବାର୍ଷିକ ଉତ୍ସବ ସ୍ଵପ୍ନେଶ୍ୱର୍ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଟିତ ହୋଇ ଯାଇଛି । ପ୍ରତିଷ୍ଠାତା ଇଂ.ବିରଂଚି ନାରାୟଣ ଭୂୟାଁଙ୍କ ପୌରୋହିତ୍ୟରେ ଅନୁଷ୍ଟିତ ସଭାରେ ବରେଣ୍ୟ ଅତିଥି ଭାବେ ନାଟ୍ୟ ନିର୍ଦ୍ଦେଶକ ସମରେନ୍ଦ୍ର ମହାପାତ୍ର, ମୁଖ୍ୟ ଅତିଥି ୟୁନିନ୍ ଫର୍ କଟକ ସଦର ଡେଭଲପମେଣ୍ଟ ସଭାପତି ପ୍ରଫେସର ମନୋଜ ନାୟକ, ଗାୟକ ରତ୍ନ ସୁରେନ୍ଦ୍ର ଛୋଟରାୟ  ମୁଖ୍ୟ ବକ୍ତା ବାଲାଶ୍ରମ ଅଧ୍ୟକ୍ଷା ସୁଶ୍ରୀ ପ୍ରଜ୍ଞାସିନୀ ପ୍ରଧାନ,ଡକ୍ଟର ବିଶ୍ୱଜିତ୍ ରାୟ,ବୈଜ୍ଞାନିକ ଅନିଲ ପ୍ରଧାନ,ସମାଜସେବୀ ସୁବାସ ସାହୁ,ସାହିତ୍ୟିକ ଅଭୟ ମହାପାତ୍ର,କବି ବାସୁଦେବ ସ୍ବାଇଁ ,ସମାଜସେବୀ ଅଜୟ କୁମାର ଭୂୟାଁ,ବରିଷ୍ଠ ସମାଜସେବୀ ପ୍ରଫୁଲ୍ଲ କର,ସମାଜସେବୀ ରବିନାରାୟଣ ସାହୂ,ଅଧ୍ୟାପକ ପ୍ରଦୀପ୍ତ କୁମାର ବିଶ୍ବାଳ,ସାମ୍ୱାଦିକ ବୁଲେଇ ବେହେରା ପ୍ରମୂଖ ଯୋଗଦାନ କରିଥିଲା ବେଳେ ସୂର୍ଯ୍ୟ ନାରାୟଣ ଭୂୟାଁ ମୁଖ୍ୟ ପରିଚାଳକ, ମଦନ ମୋହନ ରାଉତ୍ ଉପ ସଭାପତି,ରାଜାରାମ ଜେନା ସମ୍ପାଦକ,ଇଂ.ସୁରଜ୍ ବେହେରା ସମ୍ପାଦକ,ଆଦିତ୍ୟ ଭୂୟାଁ,ଇଂ.ଦେବୀପ୍ରସାଦ ରାଉତରାୟ,ପ୍ରଦୀପ କୁମାର ଭୂୟାଁ,ଇଂ.ସେବକ ଶ୍ରୀକାନ୍ତ,ବାଉରୀ ବନ୍ଧୁ ମଲ୍ଲିକ,ପ୍ରିୟଙ୍କା ସ୍ୱାଇଁ,ପ୍ରଗତି ସ୍ୱାଇଁ,ଶ୍ୱେତା ରାଉତ,ଦୀପିକା ସାହୁ,ପ୍ରଣତି ସ୍ୱାଇଁ, ମେରୀ ପାଣି,ପ୍ରଣତି ଜେନା,ସୁଜାତା ପରିଡ଼ା,ସିତୁଲ୍ ସନିତା,ମାରୁତି ବେହେରା,ରୂପ ନାରାୟଣ ସ୍ୱାଇଁ,କବି କିଶନ ରାଉଳ,ମିତାଲି ମଧୁ ମିତା ପ୍ରମୁଖ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ । ୪୫ ଟି ବିଦ୍ୟାଳୟ,୪ ଟି ମହା ବିଦ୍ୟାଳୟରୁ ୩୫୦ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ପୁରସ୍କାର ବିତରଣ କରା ଯାଇଥିଲା ଏଵଂ ୩୦ ଜଣଙ୍କୁ ବିଭିନ୍ନ କ୍ଷେତ୍ରରେ ସମ୍ବର୍ଦ୍ଧିତ କରାଯାଇଛି।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଶ୍ରୀ ଶ୍ରୀ କୋଶଳେଶ୍ୱର ମାଳି ସମାଜ ନୁର୍ତନ ଅଞ୍ଚଳ କମିଟି ଚୟନ ପ୍ରକ୍ରିୟା ସମାବେଶ 

Sunil Chandra Nayak

ଓ ଏମ୍ ସି ଖଣି କମ୍ପାନୀ ତରଫରୁ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳିତ

masiha

ଜାଲି’ଗ୍ରେଡ଼ ରିପୋର୍ଟ ଗୋଟାକୁ ମାତ୍ର ପାଞ୍ଚହଜାର ?

masiha

Leave a Comment

error: Content is protected !!