ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ହାଇସ୍କୁଲ ଠାରେ ୭୬ ତମ ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇ ଯାଇଛି 

ବନ୍ଧୁଗାଁ ହାଇସ୍କୁଲ ଠାରେ ୭୬ ତମ ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇ ଯାଇଛି 

ବନ୍ଧୁଗାଁ ତା, ୨୬/୧/୨୫,କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର ସମସ୍ତ ସ୍କୁଲ ଓ ପଞ୍ଚାୟତ କାର୍ଯ୍ୟାଳୟ ଓ ବ୍ଲକ କାର୍ଯ୍ୟାଳୟ ଠାରେ ଆଜି ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ବ୍ଲକର ଅଧ୍ୟକ୍ଷା ସୁଶ୍ରୀ ଲଷ୍ମୀ ମିଣ୍ୟାକା ମୁଖ୍ୟ ଅତିଥି ରୂପେ, ଓ ବନ୍ଧୁଗାଁ ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ଅଭିନାସ ବିଶ୍ୱଜିତ ସେଠି ଉପସ୍ଥିତରେ ବ୍ଲକର ପତାକା ଉତଳନ କରିଥିବା ବେଳେ ବନ୍ଧୁଗାଁ ଗ୍ରାମ ପଞ୍ଚାୟତର ପତାକା ସୋରପଞ୍ଚ ଶ୍ରୀମତି ଲଷ୍ମୀ କାଡ୍ରାକା ଉତୋଳନ କରିଥିବା ବେଳେ ବିଦ୍ୟାଳୟ ମାନଙ୍କ ଠାରେ ସ୍କୁଲର ପ୍ରଧାନ ଶିକ୍ଷକ ମାନେ ନିଜ ନିଜ ସ୍କୁଲର ପତାକା ଉତଳନ କରିଥିଲେ I ସେହିପରି ଶିକ୍ଷା ଅତିରିକ୍ତ ଅଧିକାରୀ ଓ ବିଆର ସିସି ଶ୍ରୀ ମଦନ ମହନ ମୁଦୁଲି ମୁଖ୍ୟ ଅତିଥି ଭାବରେ ଶିକ୍ଷା ବିଭାଗର ପତାକା ଉତୋଳନ କରିଥିଲେ I ମଞ୍ଚାସିନ ଅତିଥି ଭାବରେ ବ୍ଲକର ଉପାଧକ୍ଷା ଶ୍ରୀମତି ଗୀତାଞ୍ଜଳି ପିଡ଼ିକା,ବିଜେଡି ସଭାପତି ବାଲା ନାଗ, ଜିଲ୍ଲା ସାଧାରଣ ସମ୍ଫାଦକ ଶ୍ରୀ ସରତ ପାତ୍ର, କଂଗ୍ରେସ ଦଳର ବ୍ଲକ ବିଧାୟକ ପ୍ରତିନିଧି ଡି. ଏଙ୍କାଟି, ପୂର୍ବତନ ସୋରପଞ୍ଚ ଜି. ତୀରପତି ରାଓ, ବ୍ଲକର ପୂର୍ବତନ ବିଜେଡି ସଭାପତି ସଭାପତି ଏସ. ନାଗରାଜୁ, ବ୍ଲକ ଯୁବ ସଭାପତି କାନୁ ଚରଣ ଵେବରା, ମୁକୁନ୍ଦ ଵେବରା, ପଞ୍ଚାୟତର ପିଓ ଶ୍ରୀ ବୃନ୍ଦାବନ କଲେକା,ଙ୍କ ପଞ୍ଚାୟତ ର ପ୍ରାୟ ମାନ୍ୟଗନ୍ୟ ଭଦ୍ର ବ୍ୟକିଗୋଂ ଙ୍କ ସହ ଏସ.ଏଚ.ଜି ଗ୍ରୁପ, ପ୍ରାଣୀ ମିତ୍ର, ବେଙ୍କ ମିତ୍ର, ଭି.ଆର.ପି, ସି.ଆର., ବି.ଏଲ.ଓ, ଅଙ୍ଗନ ବାଡ଼ି କର୍ମୀ, ଆଶା କର୍ମୀ, ଓ ପଞ୍ଚୟତ ର ଏ.ଏନ.ଏମ, ପ୍ରମୁଖ ଉପସ୍ଥିତରେ ଆଜି ଶାନ୍ତି ଶୃଙ୍ଖଳା ସହିତ ଆମ ଭାରତର ମହା ପୁରୁଷଙ୍କ ଫୋଟ ଚିତ୍ରରେ ପୁଷପ ମାଳ ଦେଇ ପତାକା ଉତୋଳନ କରିବା ପରେ ମହାନ ପୁରୁଷଙ୍କ ବିଷୟରେ କିଛି ଭାଷଣ ଦେଇଥିଲେ, ଆଜି ଆମେ ଏହି ଜାନୁଆରି ୨୬ ତାରିଖକୁ କାହିଁକି ପାଳନ କରୁ ତା ବିଷୟରେ ଉପସ୍ଥିତ ରହିଥିବା ମୁଖ୍ୟ ବକ୍ତା ଓ ମଞ୍ଚାସିନ ବ୍ୟକ୍ତିମାନେ ସଳ୍ପ ସମୟରେ କିଛି ଭାଷଣ କହିଥିଲେ I ପତାକା ଉତୋଳନ ପରେ ସ୍କୁଲର ଛାତ୍ରଛାତ୍ରୀଙ୍କୁ ମିଷ୍ଟନ ବଣ୍ଟା ଯାଇଥିଲା I ଆଜିର ଗଣତନ୍ତ୍ର ଦିବସକୁ ଶାନ୍ତି ଭାବରେ ପାଳନ କୋରାଯାଇଥିବାରୁ ଅନେକ ସ୍ଥାନରେ ବନ୍ଧୁଗାଁ ଥାନା ଷ୍ଟାଫଙ୍କୁ ବନ୍ଧୁଗାଁ ଅଞ୍ଚଳ ବାସି ଧନ୍ୟବାଦ ଅର୍ପଣ କରିଥିଲେ l

  ସଞ୍ଜୀବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ଆର କେ ଜୁନିୟର କଲେଜ,ଲୁହାଶିଳାରେ”ପ୍ରବେଶ ଉତ୍ସବ” ପାଳିତ

Sunil Chandra Nayak

କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମରେ ରାବଣପୋଡି

masiha

କୁଆପଥର ବର୍ଷାରେ ଉଜୁଡିଲା ଗୋତୋମୁଣ୍ଡା ଅଞ୍ଚଳର ପିଆଜ ଚାଷ, କ୍ଷତିପୂରଣ ଦାବି କଲେ ଚାଷୀ

Sunil Chandra Nayak

Leave a Comment

error: Content is protected !!