ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହିଳା ଉପରେ ମାଡିଗଲା ଟ୍ରକ, ଜଣେ ମୃତ 

ମହିଳା ଉପରେ ମାଡିଗଲା ଟ୍ରକ, ଜଣେ ମୃତ 

ମହିଳା ଉପରେ ମାଡିଗଲା ଟ୍ରକ, ଘଟଣା ସ୍ଥଳରେ ମହିଳା ମୃତ l  ମୃତ ମହିଳା ହେଲେ ଡେଙ୍ଗସର୍ଗିଗୁଡା ର ବରକୋଳି ମାଝୀ l କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବସନ୍ତପଡା ନିକଟରେ ବେଦାନ୍ତ କମ୍ପାନୀର ଟ୍ରକ ମହିଳା ଉପରେ ମାଡି ଯିବାରୁ ଘଟଣା ସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଥିବା ପ୍ରାପ୍ତ ସୁଚନା ରୁ ପ୍ରକାଶ। ମହିଳାଙ୍କ ପରିବାର ଏବଂ ସ୍ଥାନୀୟ ଲୋକଙ୍କ ରସ୍ତା ଅବରୋଧ ସୂଚନା l

ବିଷ୍ଣୁ ଚରଣ ସ୍ବାଇଁ ଙ୍କ ରିପୋର୍ଟ୍ 

Related posts

ଅ’ ସାହିତ୍ୟ ଅନୁଷ୍ଠାନର ବାର୍ଷିକ କବିତା ଆସର

masiha

ମୋ ଓଡିଶା ଗୀତରେ ରାଉରକେଲାର ତରୁଣ କୁମାର

Sunil Chandra Nayak

ରିଷିଡା ରେ ବ୍ଲକ ସ୍ତରୀୟ ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!