ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉତ୍କଳମଣି ସେବାସଂସ୍ଥାର ଜଳଛତ୍ର

ଜୁନାଗଡ଼,୨୪/୪(ମ ନି ସ)  ଜୁନାଗଡ଼ ଉତ୍କଳମଣି ସେବାସଂସ୍ଥା ପକ୍ଷରେ ସ୍ଥାନୀୟ ରବିବାର ବଜାର ଠାରେ ଜଳଛତ୍ର କରାଯାଇ ଲୋକଙ୍କୁ ଥଣ୍ଡା ସର୍ବତ ବଣ୍ଟନ କରାଯାଇଥିଲା। ବର୍ତମାନ ଖରା ତାତି ପ୍ରବଳ ହେଉଥିବାରୁ ଲୋକଙ୍କୁ ନାହିଁ ନଥିବା କଷ୍ଟ ଭୋଗିବାକୁ ପଡୁଛି।ପାଣି ମୁନ୍ଦିଏ ପାଇଁ ଦହଳବିକଲ ହେବାକୁ ପଡୁଛି।ଏପରି ସ୍ଥଳେ ସେବାସଂସ୍ଥା ପକ୍ଷରୁ ଥଣ୍ଡା ପାନୀୟ ଦିଆଯାଉଥିବାରୁ ସାମାନ୍ୟ ଆସ୍ୱସ୍ତ ଦେଖିବାକୁ ମିଳିଛି।ଏହି ସେବାକ।ର୍ଯ୍ୟରେ ସଂସ୍ଥାର ବରିଷ୍ଠ ସଦସ୍ୟ ରମେଶ ନାୟକ, କୈଳାସ ରାଉତ, ବିଶ୍ୱନାଥ କର,ଉଦ୍ଧବ ସାହୁ ସମେତ ଅନେକ କର୍ମକର୍ତା ଉପସ୍ଥିତ ରହି ସେବା ପ୍ରଦାନ କରିଥିଲେ। ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ ।

Related posts

ସାଧନା ପଣ୍ଡା ଙ୍କ କବିତା ତାରୁଣ୍ୟ ସ୍ମାରକି ଲୁଚି ଗଲା 

Sunil Chandra Nayak

ଶ୍ରାବଣ ମାସର ପ୍ରଥମ ସୋମବାରରେ ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ସମେତ କାଉଡିଆଙ୍କ ପ୍ରବଳ ଭିଡ଼ 

Sunil Chandra Nayak

ରହସ୍ୟର ଦେବତା ଶ୍ରୀଜଗନ୍ନାଥ

Sunil Chandra Nayak

Leave a Comment

error: Content is protected !!