ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବସର ନେଲେ ବୃନ୍ଦାବନ 

ଅବସର ନେଲେ ବୃନ୍ଦାବନ 

ନର୍ଲା -ଯୁକ୍ତ 2ମହାବିଦ୍ୟାଳୟ ରେ କାର୍ଯ୍ୟରତ କନିଷ୍ଠ କର୍ମଚାରୀ ଶ୍ରୀଯୁକ୍ତ ଲାଳପଣ୍ଡା ବୃନ୍ଦାବନ ଗୌଡ଼ ଆଜି ଚାକିରୀ ରୁ ଅବସର ଗ୍ରହଣ କରିଛନ୍ତି l ଏ ନେଇ ଆଜି କଲେଜ ପରିସରରେ ଏକ ଅବସର କାଳୀନ ସମ୍ବର୍ଦ୍ଧନା ସମାରୋହ ଆୟୋଜନ କରାଯାଇଥିଲା l କଲେଜ ଅଧ୍ୟକ୍ଷ ଭବାନୀ ଦାସ ଙ୍କ ସଭାପତିତ୍ୱ ରେ ଏହି ସଭା ରେ ସମସ୍ତ ଅଧ୍ୟାପକ, କର୍ମଚାରୀ ଯୋଗ ଦେଇଥିଲେ l ସମସ୍ତ କର୍ମଚାରୀ ଶ୍ରୀଯୁକ୍ତ ଗୌଡ଼ ଙ୍କ କଲେଜ ପ୍ରତି ଥିବା ସମର୍ପିତ ଭାବନା ଓ ସମୟାନୁବର୍ତ୍ତିତା ପାଇଁ ଭୁରି ଭୁରି ପ୍ରଶଂସା ସହିତ ଅବସର ପରବର୍ତୀ ଜୀବନ ସୁଖ ମୟ ହେବାକୁ ଭଗବାନ ଙ୍କ ପାଖରେ ପାର୍ଥନା କରିଥିଲେ l 

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ଜମିରେ ତସୁଥିବା ସମୟରେ ଭାରସାମ୍ୟ ହରାଇ  ଓଲଟିଲା ଟ୍ରାକ୍ଟର, ଚାପାରେ ଚାଳକ ମୃତ୍ୟୁ 

Sunil Chandra Nayak

ଵ୍ଯକ୍ତିଗତ ଜାଗାରେ ଜୋର ଜବରଦସ୍ତ ରାସ୍ତା କାମ, ଵିରୋଧ କଲେ ମିଳୁଛି ଧମକ

କଳାହାଣ୍ଡି ସ୍ବତନ୍ତ୍ର ଉନ୍ନୟନ ପରିଷଦ ର ନୂତନ ଦାୟିତ୍ୱ ପରେ ମାଁ ମାଣିକେଶ୍ବରୀ ଙ୍କ ଦର୍ଶନ କରିଛନ୍ତି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ।

Sunil Chandra Nayak

Leave a Comment

error: Content is protected !!