ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମା ମଙ୍ଗଳାଙ୍କ ପୀଠରେ ବିଶେଷ ପୂଜାର୍ଚ୍ଚନା

ମା ମଙ୍ଗଳାଙ୍କ ପୀଠରେ ବିଶେଷ ପୂଜାର୍ଚ୍ଚନା

ଢ଼େଙ୍କାନାଳ: ଭାଗୀରଥି ସାଗର କୂଳରେ ମା ମଙ୍ଗଳାଙ୍କ ପୀଠରେ ଚୈତ୍ର ମାସ ର ଦ୍ୱିତୀୟ ମଙ୍ଗଳବାର ଥିବାରୁ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା। ସକାଳୁ ମଙ୍ଗଳ ଆଳତୀ, ମହାସ୍ନାନ, ନୂତନ ବସ୍ତ୍ର, ବିଭିନ୍ନ ପ୍ରକାରର ଫୁଲ ହାର ଲାଗି ହୋଇଥିଲା। ବିଭିନ୍ନ ପ୍ରକାରର ଭୋଗ ଲାଗି କରାଯାଇଥିଲା। ମଧ୍ୟାହ୍ନ ସମୟରେ ପଣା ଲାଗି ହେବ। ସଂଧ୍ୟା ବେଳେ ଆଳତୀ ଓ ରାତ୍ର ରେ ପହଡ଼ ପଡ଼ିବ।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁରରେ ଓଁ ଶ୍ରୀ ଶ୍ରୀ ଐଶ୍ବାନେଶ୍ବୟ ମହାଦେବ ମନ୍ଦିର ପୁନଃ ନିର୍ମାଣ,ମାକୀଚକେଶ୍ବରୀ ନବ ବିଗ୍ରହ ଏବଂ ୫ ଦିବସୀୟ ଦିବସୀୟ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଅନୁଷ୍ଠିତ 

masiha

କୁମ୍ଭାରିଠାରେ ମହାଭାରତ ପାରାୟଣର ଶୁଭ ଖମ୍ବ ସ୍ଥାପନ

Sunil Chandra Nayak

ଚାରବାହାଲ ଠାରେ ଖନ୍ଦାମଡ଼ା ଯାତ୍ରା ଅନୁଷ୍ଠିତ

masiha

Leave a Comment

error: Content is protected !!