ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ନୂତନ ପରିଚାଳନା କମିଟି

ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ନୂତନ ପରିଚାଳନା କମିଟି 

କାମାକ୍ଷାନଗର (ମନିସ )30/3/25 // କାମାକ୍ଷାନଗର ଶ୍ରୀ ଅରବିନ୍ଦ ଶିକ୍ଷା କେନ୍ଦ୍ରରେ ନୂତନ ପରିଚାଳନା କମିଟି କୁ ଢେଙ୍କାନାଳ ଜିଲ୍ଲା ଶିକ୍ଷାଧିକାରୀ ଅନୁମୋଦନ କରିଥିବାର ଜଣାଯାଇଛି l ଅରବିନ୍ଦ ଶିକ୍ଷକେନ୍ଦ୍ରରେ ଗତ କିଛି ବର୍ଷ ଧରି ପରିଚାଳନା କମିଟି ନଥିବା ବେଳେ ବ୍ୟାପକ ଅନିୟମିତତା ହେଉଥିବାର ଅଭିଯୋଗ ହୋଇଥିଲା l ଏବେ ଜିଲ୍ଲା ଶିକ୍ଷାଧିକାରୀ ବିନିତା ସେନାପତି ବିଦ୍ୟାଳୟର ନୂତନ ପରିଚାଳନା କମିଟି କୁ ଅନୁମୋଦନ କରିଛନ୍ତି l ପରିଚାଳନା କମିତିରେ ପବିତ୍ର କୁମାର ବିଶ୍ୱାଳ ସଭାପତି ଏବଂ ସୁରେଶ କୁମାର ତ୍ରିପାଠୀ ଙ୍କୁ ସଂପାଦକ ରହିଛନ୍ତି l ଏହି ନୂତନ ପରିଚାଳନା କମିଟି ଗଠନ ପ୍ରଚାର ହେବା ପରେ ଅଭିଭାବକ, ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ସାଧାରଣରେ ଆଶ୍ବସ୍ତି ପ୍ରକାଶ ପାଇଛି l

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବଗେଇପୁରରେ କମ୍ବଳ ଓ କପଡ଼ା ବାଣ୍ଟିବ ” ମୋ ଅନୁଷ୍ଠାନ “

Sunil Chandra Nayak

ନର୍ଲାକୁ ଏନଏସି ମାନ୍ୟତା ମିଳିବାରୁ ଉତ୍ସବ ମୁଖର ନର୍ଲା ସହର 

masiha

କନ୍ଧମାଳ : ରାଜ୍ୟ ସ୍ତରୀୟ ଡଙ୍ଗର ମହୋତ୍ସବ-୨୦୨୩ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!