ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ସାବା ରେ କ୍ରିକେଟ ଟୁର୍ଣାମେଣ୍ଟ ଉଦ୍ଘାଟିତ

ସାବା ରେ କ୍ରିକେଟ ଟୁର୍ଣାମେଣ୍ଟ ଉଦ୍ଘାଟିତ

ଆସିକା, ୬/୪/୨୫ // ଧରାକୋଟ ବ୍ଲକର ସାବା ଠାରେ ବ୍ୟାଘ୍ରମ୍ୱର କ୍ରିକେଟ ଟୁର୍ଣାମେଣ୍ଟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳୀ ସ୍ୱାଇଁଙ୍କ ଦ୍ଵାରା ଉଦ୍ଘାଟିତ ହୋଇଯାଇଛି । ଏଥିରେ ଅତିଥି ଭାବରେ ଜିଲ୍ଲା ପରିଷଦ ସଦସ୍ୟ ଟୁକୁନା ଗୌଡ଼, ବନପାଳ ସୁଧୀର ପଟନାୟକ,ପୂର୍ବତନ ସରପଂଚ ଦିଲୀପ ସ୍ୱାଇଁ, ପୂର୍ବତନ ସରପଂଚ ଶାନ୍ତନୁ ବିଷୋୟୀ, ସମାଜସେବୀ ମନୋଜ ପାତ୍ର ପ୍ରମୁଖ ଯୋଗଦେଇଥିଲେ । ପ୍ରଥମ ଦିନର ଖେଳରଘୁନାଥ ପୁର ଓ ତାକରଡ଼ା ମଧ୍ୟରେ ଖେଳା ଯାଇଥିବା ବେଳେ ଏଥିରେ ରଘୁନାଥ ପୂର୍ ବିଜୟୀ ହୋଇଥିଲା । ଏସ ବି ସି ସି ଦ୍ଵାରା ଆୟୋଜିତ ଏହି ଖେଳ ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ଚାଲିବ ଓ ଏଥିରେ 16 ଗୋଟି ଦଳ ଅଂଶ ଗ୍ରହଣ କରିବେ ।

ଆସିକା ରୁ ଶିବ ଶଙ୍କର ମିଶ୍ର ମସିହା ନ୍ୟୁଜ

Related posts

ପ୍ରଥମ ପ୍ରଶାନ୍ତ ସିଂହ ସ୍ମାରକୀ ୧୪ ବର୍ଷ ରୁ କମ୍ ଗ୍ରାସରୁଟ ଚମ୍ପିୟାନ ଫୁଟବଲ ପ୍ରତିଯୋଗିତା

Sunil Chandra Nayak

ସିଙ୍ଗମାଝୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ, ବଙ୍କାପଳା କୁ ହରାଇ ଝାର କୁଣ୍ଡାମାଲ ଦଳ ଚାମ୍ପିୟାନ

masiha

କନ୍ଦରପୁର କପ୍ ରାଜ୍ୟ ସ୍ତରୀୟ କ୍ରିକେଟ : ରୋମାଞ୍ଚକର ବିଜୟ ସହିତ ଫାଇନାଲରେ ଜୁଭେନାଇଲ 

masiha

Leave a Comment

error: Content is protected !!