ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରିୟ କାର୍ଯ୍ୟାଳୟ ଠାରେ ଭାରତ ରତ୍ନ Dr B.R AMBEDKAR JAYANTI ପାଳିତ

ପ୍ରିୟ କାର୍ଯ୍ୟାଳୟ ଠାରେ ଭାରତ ରତ୍ନ B.R AMBEDKAR JAYANTI ପାଳିତ

ଅଦ୍ୟ ତା – ୧୪.୦୫.୨୦୨୫ ରିଖ ସୋମବାର ଦିନ ପ୍ରିୟ ସ୍ଵେଚ୍ଛାସେବୀ ସଂଗଠନ ଓ ନେହେରୁ ଯୁବ କେନ୍ଦ୍ର ଢେଙ୍କାନାଳ ମିଳିତାନୁକୁଲ୍ୟରେ B.R AMBEDKAR ଜୟନ୍ତୀ ପାଳିତ ହୋଇଯାଇଅଛି । ମୁଖ୍ୟ ଅତିଥି ଭାବେ “ପ୍ରିୟ” ର ନିର୍ଦେଶକ ଟଙ୍କଧର ବାରିକ ଆଇନ ସମ୍ବିଧାନ ର ପ୍ରଣୀତା ଆମ୍ବେଦକର ଙ୍କ ବିଷୟରେ କହିଥିଲେ। ଆମ ଦେଶରେ ପ୍ରଥମ କରି ସେ ଆଇନ ପ୍ରଣୟନ କରିଥିଲେ। ତାଙ୍କୁ ସମ୍ବିଧାନ ର ପିତା ପିତା ବୋଲି ମାନ୍ୟତା ଦିଆଯାଇଥିଲା। ପରିଶେଷରେ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ “ପ୍ରିୟ” ର ସମସ୍ତ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ। 

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

କଂଗ୍ରେସ ନେତା ତଥା ଓକିଲ ବିଭୂତି ଭୂଷଣ ମହାଖୁଡଙ୍କ ଶୋକସଭା

masiha

ଅଟଳ ବିହାରୀ ବାଜପେୟୀଙ୍କ ଜିଲ୍ଲା ସ୍ତରୀୟ ଜୟନ୍ତୀ ସମାରୋହ ପାଳିତ  

masiha

ରାସ୍ତା ଉପରେ ପସରା ପକାଉଥିବା ବ୍ୟବସାୟୀ ଙ୍କୁ ପ୍ରଶାସନର ତାଗିଦ

Sunil Chandra Nayak

Leave a Comment

error: Content is protected !!