ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖାଦ୍ୟ ଓ ପାନୀୟ ଜଳ ପାଇଁ ବନ୍ୟ ଜନ୍ତୁ ଗାଁ ମୁହାଁ, ସମାଜ ସେବୀ ଙ୍କ ପ୍ରଚେଷ୍ଟା

ଖାଦ୍ୟ ଓ ପାନୀୟ ଜଳ ପାଇଁ ବନ୍ୟ ଜନ୍ତୁ ଗାଁ ମୁହାଁ, ସମାଜ ସେବୀ ଙ୍କ ପ୍ରଚେଷ୍ଟା

ଜୁନାଗଡ଼ (ମ ନି ସ):-ପ୍ରଚଣ୍ଡ ରୌଦ୍ରତାପରେ ବନ୍ୟ ପ୍ରାଣୀମାନେ ତୃଷାତୁରରେ ଆଉଟୁ ପାଉଟ ହୋଇ ଗାଁ ମୁହଁ ହୋଇଥିବା ଦୃଶ୍ୟ ଦେଖିବାକୁ ମିଳିଛି, ଜଙ୍ଗଲରେ ବନ୍ୟଜନ୍ତୁ ମାନଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା ବନ ବିଭାଗ ପକ୍ଷରୁ ବ୍ୟବସ୍ତା ନ ଥିବା ବେଳେ ଆଜି ଅନେକ ହନୁ ମାଙ୍କଡ ଖାଦ୍ୟ ଓ ପାନୀୟ ଜଳ ପାଇଁ ଗାଁ ମୁହାଁ ହୋଇ ଏକ ନଳକୂପ ନିକଟରେ ରୁଣ୍ଡ ହୋଇଥିଲେ, ଏଭଳି ପରିସ୍ଥିତିରେ ଅଞ୍ଚଳ ର ଜଣେ  ଜଣାଶୁଣା ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ନିଜେ ନଳ କୁପରେ ହ୍ୟାଣ୍ଡିଲେ ସାହାଯ୍ୟରେ ପାଣି ଏବଂ ଖାଦ୍ୟ ଦେବାରୁ ସ୍ଵାଭାବିକ ଭାବେ ପାଣି ଓ ଖାଦ୍ୟ ଖାଇ ଥିଲେ ବୋଲି ସମାଜ ସେବୀ ଜଣାଇ ଥିଲେ, ହେଲେ ଦୁଃଖର ବିଷୟ ଯେ ସ୍ଥାନୀୟ ବନ ବିଭାଗ କର୍ମଚାରୀ ମାନେ ଏଭଳି ପରିସ୍ଥିତିରେ ତାଙ୍କର ଦୃଷ୍ଟି ଆକର୍ଷଣ ପଡିଛି କି ନାହିଁ, ତାହା ପ୍ରଶ୍ନ ବାଚକ ? ସଦା ବେଳେ ଅନେକ ସମସ୍ୟାରେ ସମାଜ ସେବୀ ତାଙ୍କର ଦୃଷ୍ଟୀ ଥିବା ବେଳେ ଆଜୀ ବନ୍ୟ ଜନ୍ତୁ ଙ୍କୁ ଦେଖିଲେ ଓ ଖାଇବାକୁ ଦେବା ସହ ପାଣି ଯୋଗାଇ ଦେଇ ଥିବା ରୁ ଅଞ୍ଚଳ ବାସୀ ତାଙ୍କୁ କୃତଜ୍ଞ ଜଣାଇ ଥିଲେ, ଏହା ପୂର୍ବରୁ ମଧ୍ୟ ମହାମାରି ବେଳେ ଜୀବନକୁ ବାଜି ଲଗାଇ ଗାଁ ଗାଁ ବୁଲି ଲୋକଙ୍କ ଙ୍କୁ ସହଜୋଗ କରିବା ସହ ସଚେତନତା ସୃଷ୍ଟି କରି ଥିଲେ, ଗ୍ରୀଷ୍ମ ଖରାରେ ଗରୀବ ନିରୀହ ଅସହାୟ ଲୋକଙ୍କ ପାଖରେ ଛତା, ଚପଲ, କମ୍ବଳ, ବସ୍ତ୍ର, ସହ ଆଉ ଜରୁରୀ କାଳୀନ ରେ ନିଜ ରକ୍ତ ଦାନ କରିବା ଅଞ୍ଚଳ ବାସି ଙ୍କ ପାଇଁ ସେବା କରୁ ଥିବା ଦେଖି ବାକୁ ମିଳେ ଏହି ପରି ଅନେକ ଦୁର୍ଘଟଣା ଘଟି ଥିବା ବେଳେ ତାଙ୍କୁ ତୁରନ୍ତ ଯୋଗା ଯୋଗ କରି ଥିବାରୁ ତାଙ୍କୁ ତୁରନ୍ତ ଆବଶ୍ୟକ ସ୍ଥଳକୁ ନିଜେ ଆସି ଲୋକଙ୍କୁ ହସ୍ପିଟାଲ ନେବା ବ୍ୟବସ୍ଥା କରନ୍ତି ଓ ଗାଈ ଗୋରୁ ଗାତରେ ପଡ଼ି ଥିବା ବେଳେ ଘରରେ ନିଆଁ ଲାଗିଥିବା, ପାଲ ଗଦାରେ ହେଉ ବା ଜଙ୍ଗଲରେ ନିଆଁ ଲାଗିଥିଲେ ମଧ୍ୟ ସାହାଯ୍ୟ ବନ ବିଭାଗ କର୍ମଚାରୀ ଙ୍କ ସହ ସାହଯ୍ୟ କରନ୍ତି, ଏହି ପରିପ୍ରେକ୍ଷୀରେ ଗୋଲାମୁଣ୍ଡା ବ୍ଲକର ଅଞ୍ଚଳ ବାସୀ ବିପଦର ବନ୍ଧୁ ବୁଲି ପ୍ରକାଶ କରିଛନ୍ତି ।

ଜୁନାଗଡ଼ ନିର୍ବାଚନ ମଣ୍ଡଳୀରୁ ଜଗଜ୍ଜିବନ ସାଙ୍କ ରିପୋର୍ଟ

Related posts

ସ୍ବସ୍ତି ସାହିତ୍ୟ ସଂସଦର ମାସିକିଆ ସାହିତ୍ୟ ଆସର

Sunil Chandra Nayak

ସାରସକଣା ଡାକ୍ତରଡାକ୍ତରଖାନା ପରିସରରେ ଅଗ୍ନିକାଣ୍ଡ

Sunil Chandra Nayak

ରାଉରକେଲା ଭଞ୍ଜ ଭବନରେ ଆୟୋଜିତ ହେଲା ପବିତ୍ର ଗୁରୁ ଦିବସ

Sunil Chandra Nayak

Leave a Comment

error: Content is protected !!