ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ର ସମୟ ସୀମାବୃଦ୍ଧି

କ୍ଷୁଦ୍ର ବ୍ୟବସାୟୀଙ୍କୁ ଚାପ ମୁକ୍ତ କରିବା, ଜୀବନଜୀବିକା ସୁଯୋଗ ସୃଷ୍ଟି କରିବା, ଉଠା ଦୋକାନୀଙ୍କ ସାମାଜିକ ଆର୍ଥିକ ସଶକ୍ତିକରଣକୁ ସୁନିଶ୍ଚିତ କରିବା ସହ ୧.୨ କୋଟି କ୍ଷୁଦ୍ର ଉଦ୍ୟୋଗୀଙ୍କୁ ସୁବିଧା ପ୍ରଦାନ କରିବା ଦିଗରେ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାକୁ ମାର୍ଚ୍ଚ ୨୦୨୨ରୁ ଡ଼ିସେମ୍ବର ୨୦୨୪ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି ।

ଏହି ନିଷ୍ପତି ଦ୍ୱାରା ବନ୍ଧକବିହୀନ ଋଣର ମୋଟ ପରିମାଣ ୮୧ ହଜାର କୋଟି ଟଙ୍କାକୁ ବୃଦ୍ଧି ହୋଇଛି । ଏହି ପଦକ୍ଷେପ ଦ୍ୱାରା ଉଠା ଦୋକାନୀମାନେ ନିଜର ବ୍ୟବସାୟକୁ ବଢ଼ାଇବା ସଙ୍ଗେସଙ୍ଗେ ନିଜେ ଆତ୍ମନିର୍ଭର ହେବାର ସୁଯୋଗ ପାଇପାରିବେ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଶିବ ପୁରାଣରୁ ମିଳିଥାଏ ମୃତ୍ୟୁର ସଙ୍କେତ

Sunil Chandra Nayak

ରାଇଘର କୋର୍ଟ ରେ ବୃକ୍ଷ ରୋପଣ

Sunil Chandra Nayak

ପ୍ରକାଶ ଚନ୍ଦ୍ର ରାଉତ ଙ୍କ କବିତା ଦେହଜିବୀ

Sunil Chandra Nayak

Leave a Comment

error: Content is protected !!