ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଚଙ୍ଗରିଆ ଥପାପଡା ରେ ୨ୟ ବର୍ଷ ଅଷ୍ଟ ପ୍ରହର ନାମଯଜ୍ଞ ଉତ୍ସାହ ଉଦ୍ଦୀପନା ସହ ସମ୍ପନ୍ନ

ଚଙ୍ଗରିଆ ଥପାପଡା ରେ ୨ୟ ବର୍ଷ ଅଷ୍ଟ ପ୍ରହର ନାମଯଜ୍ଞ ଉତ୍ସାହ ଉଦ୍ଦୀପନା ସହ ସମ୍ପନ୍ନ

ପାଟଣାଗଡ – ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଚଙ୍ଗରିଆ ଥପାପଡା ଠାରେ ଦ୍ଵିତୀୟ ବର୍ଷ ଭବ୍ୟ ଆୟୋଜନ ମଧ୍ୟରେ ଅଷ୍ଟ ପ୍ରହର ନାମଯଜ୍ଞ ମହାସମାରୋହରେ ଶୁକ୍ରବାର ସମ୍ପନ୍ନ ହୋଇଯାଇଛି ।ବୈଶାଖ ମାସର ୩୦ ତାରିଖ ଗୁରୁବାର ପୂର୍ଣ୍ଣ କଳଶ ସ୍ଥାପନ ସହ ଅପରାହ୍ନରେ ୩ .୩୦ ନାମରମ୍ଭ ଅନୁଷ୍ଠିତ ହୋଇଥିଲା। ଦ୍ଵିତୀୟ ବର୍ଷ ନାମଯଜ୍ଞରେ ଶତାଧିକ ମହିଳା ପୁରୁଷ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲା । ଏଥିରେ ୭ଟି ସଙ୍କୀର୍ତ୍ତନ ଦଳ ଭବାନୀ ଶଙ୍କର ସଂକିର୍ତ୍ତନ ଦଳ ଚଙ୍ଗରିଆ, ରାଧାକୃଷ୍ଣ ମହିଳା ସଂକିର୍ତ୍ତନ ଦଳ ତରାଗାଁ , ଦନ୍ଦରାବାହାଲ ସଂକିର୍ତ୍ତନ ଦଳ, ଜୟ ମାଁ ତାରିଣୀ ମହିଳା ସଂକିର୍ତ୍ତନ ଦଳ ଚକାମାଳ, ରାଧାକୃଷ୍ଣ ସଂକିର୍ତ୍ତନ ଦଳ ଖେମେଡ ଖାର ,ଲୁହାଖାନ ସଂକିର୍ତ୍ତନ ଦଳ ଯୋଗଦେଇ ସଂକିର୍ତ୍ତନ ପରିବେଷଣ କରିଥିବା ବେଳେ ବିପିନ ମେହେର ଓ ତାଙ୍କ ଧର୍ମପତ୍ନୀ ସୈଲେନ୍ଦ୍ରୀ ମେହେର ଯଜ୍ଞ କର୍ତ୍ତା ଭାବେ ଦାୟିତ୍ଵ ତୁଲାଇଥିଲେ। ପଣ୍ଡିତ ଡୋଲାମଣି ରଥ ଓ ନୀଳମଣି ରଥ ପୂଜା କାର୍ଯ୍ୟ ସମ୍ପନ୍ନ କରିଥିଲେ । ଅଖଣ୍ଡ ଅଷ୍ଟପ୍ରହରୀ ନାମ ଯଜ୍ଞ ଥପାପଡା ଙ୍କ ତତ୍ତ୍ୱାବଧାନ ସହ ପୂର୍ଣ୍ଣ ସହଯୋଗ କରିଥିବା ବେଳେ ନାମଯଜ୍ଞ ପରିଚାଳନା କମିଟି ସଭାପତି ଲଲିତ ବାଗ , ଗୋପିନାଥ ଦଣ୍ଡସେନା, ହେମ ସାଗର ରଥ , ନବିନ ଧରୁଆ, ସଂପାଦକ ଦୟାମୟ ଥପା, ଗୌରଚନ୍ଦ୍ର ବଗାର, ମିଥୁନ ବାଗ, ନେପାଳ ବାଗ, କୋଷାଧ୍ୟକ୍ଷ ଦେବପ୍ରସାଦ ଧରୁଆ,ବାସୁବରିହା, ରମେଶ ବଗାର,ଭୁଲାପୁଟେଲ ଙ୍କ ସହ ସଞ୍ଜିବ ଥପା, ନରସିଂହ ଥପା,ବିକଲ ପୁଟେଲ, ପିଣ୍ଟୁ ପୁଟେଲ, ସନୋଜ ମେହେର,ସୁଦାମ କଠାର,ପ୍ରମୋଦ ବାଗ, ଶୁଶାନ୍ତ ବାଗ, ପିଣ୍ଟୁ ବାଗ,ଅମର ଥପା, ମନୋଜ ମେହେର,ନିରୁଲ ସାହୁ,ବିଶି ଦଣ୍ଡସେନା,ବିଶି ଧରୁଆ, ସହଦେବ ଥପା,ମୁରଲି ପୁଟେଲ,ମାଧବ ବରିହା, ପବିତ୍ର ରାଉତ,ଜିତେନ ରାଉତ,ମୁରଲି ବଗାର,ଲାଲଚନ ବଗାର, ତ୍ରିନାଥ ଷାଣ୍ଢ, ଟିକେରାଜ ବାଗ, ଦିନେଶ ବାଗ,ଭୁଲା ସାହୁ ଙ୍କ ସହ ଥପାପଡା ଓ ଗ୍ରାମବାସୀ ସହଯୋଗ କରିଥିଲେ। ସମସ୍ତ ଶ୍ରଦ୍ଧାଳୁମାନଙ୍କ ପାଇଁ ଅନ୍ନପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା। 

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ନବନିର୍ମିତ ତ୍ରୀନାଥ ମନ୍ଦିରର ରତ୍ନମୁଦ ମହୋତ୍ସବ ଓ ଅଷ୍ଟ ପ୍ରହରୀ ଅଖଣ୍ଡ ନାମଯଜ୍ଞ ଅନୁଷ୍ଠିତ

Sunil Chandra Nayak

ମଧୁ ମାଧବ ତୀର୍ଥ କ୍ଷେତ୍ରରେ ଆଧ୍ୟାତ୍ମିକ ପ୍ରବଚକ ଶ୍ରୀ ଜଗଦାନନ୍ଦ ମହାରାଜଙ୍କ ଦିବ୍ୟବାଣୀ

Sunil Chandra Nayak

ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିର ରେ ଧନୁ ସଂକ୍ରାନ୍ତି ନୀତି ପାଳିତ

masiha

Leave a Comment

error: Content is protected !!