ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ନୂତନ ବିଜେପି ସଭାପତି ଓ ଜିଲ୍ଲା ପ୍ରତିନିଧି ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା 

ନୂତନ ବିଜେପି ସଭାପତି ଓ ଜିଲ୍ଲା ପ୍ରତିନିଧି ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା 

ଜୁନାଗଡ଼,୪/୫(ମନୀସ) -ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦାସିଗାଁ ମଣ୍ଡଳ ର ଦ୍ଵିତୀୟ ଥର ପାଇଁ ନିଯୁକ୍ତ ହୋଇଥିବା ସଭାପତି ଅଂଶୁମାନ ଯୋଶୀ ଓ ଜିଲ୍ଲା ପ୍ରତିନିଧି ଅଶ୍ୱିନ କୁମାର ମେହେର ଙ୍କୁ ବଣିଜରା ଠାରେ ସମ୍ବର୍ଦ୍ଧନା ଦିଆଯାଇଛି l ବରିଷ୍ଠ ବିଜେପି ସଦସ୍ୟ ପ୍ରମୋଦ କୁମାର ବେହେରା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭା ରେ ଶ୍ରୀ ବଲ୍ଲଭ ମୁଣ୍ଡ, ଅଷ୍ଟାଙ୍ଗ ଭାଟି, ଦିଲୀପ ଗୁରୁ,ମଣ୍ଡଳ ବିଜେପି ଯୁବମୋର୍ଚ୍ଚା ସଭାପତି କୁମୁଦ ହଂସ ଉଦବୋଧନ ଦେଇ ଦଳ କୁ କେମିତି ମଜଭୁତ କରାଯିବ ତା ଉପରେ ପ୍ରକାଶ କରିଥିଲେ l ଏହି ସଭା ରେ ଅନାମ ମଙ୍ଗରାଜ. ଲିଙ୍ଗରାଜ ମେହେର, ବିକାଶ ନାଏକ, ନଥୁ ଲାଲ ଚଣ୍ଡୀ ନୀଲେଶ ପାଣିଗ୍ରାହୀ ,ବେଣୁ ଶବର, ହୂର୍ଶୀକେଶ ପୂଝାରି. ଜୟ ପ୍ରକାଶ ନାଏକ, ବିଦୁର ମେହେର ଜୟ ରାମ ମୁଣ୍ଡା ଯୋଗଦାନ କରିଥିଲେ l 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ବିଜେଡି ଦଳର ମହିଳା ସଙ୍ଘଠାନିକ ବୈଠକ ଅନୁଷ୍ଠିତ 

masiha

ମେଟ୍ରୋ ପ୍ରକଳ୍ପ ବାତିଲ ନିଷ୍ପତ୍ତି ବିଜେପି ସରକାରଙ୍କ ହୀନମନ୍ୟତାର ପରିଚୟ: ବିଜେଡି

Sunil Chandra Nayak

ରାଇରଙ୍ଗପୁର ବ୍ଳକ ବିଜେଡି ସଭାପତି ଭାବେ ସଚ୍ଚିଦାନନ୍ଦ ମହାନ୍ତ ନିଯୁକ୍ତ

Sunil Chandra Nayak

Leave a Comment

error: Content is protected !!