ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଖଡିଆଳ ସହର ଶାନ୍ତି ନଗର ରେ ଆଶନ୍ତ ଘଟଣା, ଯୁବକ ଙ୍କୁ ଗୁଳି ଆକ୍ରମଣ

ଖଡିଆଳ ସହର ଶାନ୍ତି ନଗର ରେ ଆଶନ୍ତ ଘଟଣା, ଯୁବକ ଙ୍କୁ ଗୁଳି ଆକ୍ରମଣ

 ନୂଆପଡା, ନୂଆପଡ଼ା ଜିଲ୍ଲା ଖଡିଆଳ ସହର ଶାନ୍ତି ନଗର ରେ ଯୁବକ ଙ୍କୁ ଗୁଳି ଆକ୍ରମଣ କରିଥିବା ଅଭିଯୋଗ ହୋଇଅଛି। ଅଳ୍ପକେ ବାର୍ତ୍ତିଲେ ଯୁବକ ଗୌରବ ଅଗ୍ରୱାଲ। ଆଜି ସକାଳ ୬ ଘଣ୍ଟା ସମୟ ରେ ଯୁବକ ପ୍ରାତ ଭ୍ରମଣ କରି ଫେରୁଥିବା ବେଳେ ତାକୁ ଆକ୍ରମଣ ହୋଇଅଛି। ଘର ସମ୍ମୁଖ ବୁଦା ପାଖରେ ଦୁଇ ଯୁବକ ଥିବା ଦେଖିବାକୁ ପାଇ ଗୌରବ ଦୌଡ଼ି ଥିଲେ।ଏହି ସମୟ ରେ ଯୁବକ ଉପର କୁ ଆକ୍ରମଣ ହୋଇଥିବା କହିଥିଲେ। ଗୁଳି ଚାଳନା ଏହି ଘଟଣା ନେଇ ସି ସି ଟିଭି ଅନୁଧ୍ୟାନ କରିଥିଲେ। ଖବର ନେବା ପର୍ଯ୍ୟନ୍ତ ଖଡିଆଳ ଥାନା ଅଧିକାରୀ ଦିଲୀପ କୁମାର ସାହୁ ଘଟଣା ସ୍ଥଳରେ ପହଂଚିଥିଲେ। ମୌଖିକ ଖଡିଆଳ ଥାନାକୁ ସୂଚନା ଦେଇଥିବା ବେଳେ ଥାନା ଅଧିକାରୀ ଘଟଣା ସ୍ଥଳ ରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଘଟଣା ରେ ସତ୍ୟତା ନଥିବା ନେଇ ଅନୁମାନ କରିଥିବା ବେଳେ ପାରିପାର୍ଶ୍ବିକ ଅବସ୍ଥା, ସି ସି ଟିଭି ଫୁଟେଜ ରେ ମଧ୍ୟ ବନ୍ଧୁକ ଗୁଳି କାଣ୍ଡ ଘଟଣା ନେଇ ପ୍ରଶ୍ନବାଚୀ ଅଟେ। ଅଭିଯୋଗ ପରେ ଆବଶ୍ୟକ ତଦନ୍ତ କରିବା ନେଇ ପ୍ରକାଶ କରିଛନ୍ତି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ନିଷେଧାଞ୍ଚଳରେ ମାଛ ମାରିବା ମହଙ୍ଗା ପଡିଲା, ଭୁଟିଭୁଟି ଓ ଆନୁସଙ୍ଗିକ ସାମଗ୍ରୀ ଜବତ ସହ ୫ଜଣଙ୍କୁଗିରଫ କରିଛି ବନ ବିଭାଗ

masiha

ଜାମଦା ଥାନା ! ଭିନ୍ନକ୍ଷମ ଯୁବତୀ ଦୁଷ୍କର୍ମ ମାମଲାରେ ୨ କୋର୍ଟ ଚାଲାଣ 

masiha

ପାଣି ଟାଙ୍କି ନିର୍ମାଣରେ ରେ ବ୍ୟବହୃତ ଜେନେରେଟର ,କଟର ମେସିନ ଏବଂ ରଡ଼ ଚୋରୀ ମାମଲାରେ ୬ ଜଣଙ୍କୁ କୋର୍ଟ ଚାଲାଣ

masiha

Leave a Comment

error: Content is protected !!