ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାଂଚନ ବଜାରରେ ପାଣି ସମସ୍ୟାକୁ ନେଇ ମହିଳା ମାନେ କନିଷ୍ଠ ଯନ୍ତ୍ରୀଙ୍କୁ ଅଭିଯୋଗ

କାଂଚନ ବଜାରରେ ପାଣି ସମସ୍ୟାକୁ ନେଇ ମହିଳା ମାନେ କନିଷ୍ଠ ଯନ୍ତ୍ରୀଙ୍କୁ ଅଭିଯୋଗ

ଢେଙ୍କାନାଳ ପୌରାଂଚଳ ଅନ୍ତର୍ଗତ ୧୩ନଂ ୱାର୍ଡ କାଂଚନ ବଜାରରେ ପାଣି ସମସ୍ୟାକୁ ନେଇ ମହିଳାମାନେ ଜଳ ପରିମଳ ଓ ସ୍ବାସ୍ଥ୍ୟ ବିଭାଗକୁ ଘେରାଉ କରିଛନ୍ତି । ଏହି ବସ୍ତିରେ ପ୍ରାୟ ୨୦ ଘର ରୁ ଅଧିକ ଜନସାଧାରଣ ରହୁଛନ୍ତି । ଅଧା ଘର ପାଣି ପାଇଲେ ଅଧା ଘର ପାଣି ପାଉନାହାଁନ୍ତି । ରାତ୍ର ୧୨ ଟା ପର୍ଯ୍ୟନ୍ତ ଅପେକ୍ଷା କଲେ ମଧ୍ୟ ପାଣି ଆସୁନାହିଁ । ଆଖପାଖ ବଜାରକୁ ଠିକ୍ ସମୟରେ ପାଣି ଆସୁଥିଲେ ମଧ୍ୟ ଏହି ବସ୍ତି କୁ ପାଣି ଯାଉନାହିଁ । କାର୍ଯ୍ୟାଳୟ ତରଫରୁ କହିବା ଅନୁସାରେ ମିଟର ବସାଇଲେ ମଧ୍ୟ ପାଣି ଆସୁନଥିବାରୁ କନିଷ୍ଠ ଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଉତର ରେ କନିଷ୍ଠ ଯନ୍ତ୍ରୀ ରାତ୍ର ୧୦ ଘଟିକା ଭିତରେ ପାଣି ଯୋଗାଣ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଛାତ୍ରୀଛାତ୍ର ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ 

masiha

ଶେଷ ହେଲା ଖଡ଼ିଆଲ ମହୋତ୍ସବ

Sunil Chandra Nayak

JCI demands DGP to make public the list of nodal officers for redressal of problems of journalists

masiha

Leave a Comment

error: Content is protected !!