ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏସଆଇ ବି.କେ. ପଣ୍ଡା ଓଡ଼ିଶା ପୁଲିସ କର୍ମଚାରୀ ସଂଘର ସଂଗଠନ ସମ୍ପାଦକ

ଏସଆଇ ବି.କେ. ପଣ୍ଡା ଓଡ଼ିଶା ପୁଲିସ କର୍ମଚାରୀ ସଂଘର ସଂଗଠନ ସମ୍ପାଦକ

ବଲାଙ୍ଗୀର, ୧୬/୫ ବଲାଙ୍ଗୀର ସଦର ଥାନା ଏସ୍‌ଆଇ ବ୍ରଜକିଶୋର ପଣ୍ଡା ଓଡ଼ିଶା ପୁଲିସ କର୍ମଚାରୀ ସଂଘର ସଂଗଠନ ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି। ଶ୍ରୀ ପଣ୍ଡା ୨୦୧୭ ବ୍ୟାଚର ପୁଲିସ ଅଧିକାରୀ (ଏସଆଇ) ହୋଇଥିବା ବେଳେ ତାଙ୍କ ପ୍ରଥମ ପୋଷ୍ଟିଙ୍ଗ କଟକ ଜିଲ୍ଲାରେ ହୋଇଥିଲା। ପରେ ସେ ରାଉରକେଲା ଓ ସେଠାରୁ ବଲାଙ୍ଗୀର ଜିଲ୍ଲା କୁ ବଦଳି ହୋଇଛି। ଓଡ଼ିଶା ପୁଲିସ କର୍ମଚାରୀ ସଂଘ ସଂଗଠନ ସମ୍ପାଦକ ଭାବେ ନିଯୁକ୍ତ ହେବା ପରେ ଓଡ଼ିଶା ପୁଲିସ କର୍ମଚାରୀଙ୍କ ସମସ୍ତ ସୁବିଧା ଅସୁବିଧାରେ ଛିଡ଼ାହେବା, କର୍ମଚାରୀଙ୍କ ସମସ୍ୟାର ସମାଧାନ କରିବା ପାଇଁ ଉଦ୍ୟମ କରାଯିବ ବୋଲି କହିଛନ୍ତି ।

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦୁର୍ଗାଚରଣ ତନ୍ତୀଙ୍କ ବିଭିନ୍ନ ଥାନା ପରିଦର୍ଶନ

Sunil Chandra Nayak

ବାଢ଼ିଆଟାଙ୍ଗର ଖେଳ ପଡ଼ିଆରେ ବହୁ ପ୍ରସିଦ୍ଧ ମେଣ୍ଢା ଲଢେଇ ପ୍ରତିଯୋଗୀତା; ଖେଜୁରି ଗାଁର ମେଣ୍ଢାକୁ ହରାଇ ବାଗଡେଗା ଗ୍ରାମର‌ ମେଣ୍ଢା ବିଜୟୀ; ବିଜେତା ଦଳକୁ ମେଣ୍ଢା ସହିତ ୨୭ ହଜାର ଟଙ୍କା ପୁରସ୍କାର

Sunil Chandra Nayak

ନିରବ ଦ୍ରଷ୍ଟା ପ୍ରଶାସନ : ବର୍ଷା ହେଲେ ଯାତାୟତ ପାଇଁ ପଡାଲଗୁଡା ଗ୍ରାମବାସୀ ହେଉଛନ୍ତି ହନ୍ତସନ୍ତ

Sunil Chandra Nayak

Leave a Comment

error: Content is protected !!