ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆଦିଲ୍ଲୀ ଗଲା କର୍ଲା କୋଟ ଆମ୍ରପଲ୍ଲୀ ଓ ମଲ୍ଲିକା ଆମ୍ବ

ନୂଆଦିଲ୍ଲୀ ଗଲା କର୍ଲା କୋଟ ଆମ୍ରପଲ୍ଲୀ ଓ ମଲ୍ଲିକା ଆମ୍ବ 

ଜୁନାଗଡ଼ ୧୪/୬ ( ମନୀସ ) ଏଣିକି ପଲ୍ଲୀ ଆମ୍ବର ସ୍ୱାଦ ଚାଖିବେ ଦିଲ୍ଲୀ ବାସୀ । ଜୁନାଗଡ଼ ବ୍ଲକ ଅନ୍ତର୍ଗତ କର୍ଲା କୋଟ  ଗ୍ରାମର ପ୍ରକୃତିବନ୍ଧୁ ତଥା ବରିଷ୍ଠ ଶିକ୍ଷାବିତ ଗୋପୀନାଥ ଶବରଙ୍କ ଆମ୍ବ ବଗିଚାରୁ ଆଜି ଆମ୍ରପଲ୍ଲୀ ଓ ମଲ୍ଲିକା ଆମ୍ବ ୧୨ କୁଇଣ୍ଟାଲ ଦିଲ୍ଲୀ କୁ ପଠା ଯାଇଛି । ଆଜି ଏଫ ପି ପ୍ରମୋସନ ଏକ୍ସପର୍ଟ ମୁରଲୀ କୁମାର ଶତପଥୀ ଏଫ ପି ସି ସୋମ।ର୍ଟ ଓପ୍ରିକ ଙ୍କ ଦ୍ଵାରା ସଫଳ ଚାଷୀ ଫାର୍ମର ଉତ୍ପାଦକ କମ୍ପାନୀର ନିର୍ଦେଶକ ଏବଂ ବଂଶୀଧର ନାୟକ ଏବଂ ସି ଇ ଓ ସୁକଦେଵ ଙ୍କ ମିଳିତ ସହଯୋଗରେ ନୂଆଦିଲ୍ଲୀକୁ ୧୨ କୁଇଣ୍ଟାଲ ଆମ୍ବ ପଠାଯାଇଛି । ଏହି ଆମ୍ବକୁ ଟ୍ରେନ ଯୋଗେ ନୂଆଦିଲ୍ଲୀ ସ୍ଥିତ ମଦର ଡାଏରୀ ଫାର୍ମକୁ ରପ୍ତାନୀ କରାଯାଇଛି ।କୃଷକ ଉତ୍ପାଦକ କମ୍ପାନୀ ଗୁଡିକୁ ସଶକ୍ତିକରଣ ଯୋଗୁଁ ଅଞ୍ଚଳର ଚାଷୀ ଅଭାବୀ ବିକ୍ରିର ଶିକାର ନ ହୋଇ ଉଚିତ ମୂଲ୍ୟ ପାଇ ପାରିବେ ବୋଲି ଫିଲଡ଼ ଅଫିସର ଚନ୍ଦନ ଖେଡଙ୍ଗ। ପ୍ରକାଶ କରିଛନ୍ତି । 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ବନ୍ଧୁଗାଁ ବ୍ଲକ ସ୍ତରୀୟ ସ୍ୱୟଂ ସହାୟକ ଗୋଷ୍ଠୀ ଋଣ ମେଳା ଅନୁଷ୍ଠିତ 

Sunil Chandra Nayak

ନିର୍ବାଚନ ପ୍ରତିଶ୍ରୁତି ରଖିଲେ ସରପଞ୍ଚ, ପିଡ଼ିଏସ ଗୋଦାମ ଗୃହ ଉଦଘାଟନ କଲେ ଉପ ଜିଲ୍ଲାପାଳ ଓ ବ୍ଲକ ଉପାଧ୍ୟକ୍ଷ

Sunil Chandra Nayak

ରାଇରଙ୍ଗପୁରରେ ନେସ୍କୋ ପାଓ୍ଵାର ଏମ୍ଲୟଜ୍ ୟୂନିଅନ ତରଫରୁ ଶ୍ରମିକ ଦିବସ ପାଳିତ 

masiha

Leave a Comment

error: Content is protected !!