ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼, ଲଙ୍କେଶ୍ୱରୀ ପ୍ରେସ କ୍ଲବ ର ନୁର୍ତ୍ତନ କର୍ମକର୍ତ୍ତା ଚୟନ 

ଜୁନାଗଡ଼, ଲଙ୍କେଶ୍ୱରୀ ପ୍ରେସ କ୍ଲବ ର ନୁର୍ତ୍ତନ କର୍ମକର୍ତ୍ତା ଚୟନ 

ଜୁନାଗଡ଼୧୯/୬,(ମନୀ ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଭତରାଡ୍ୟାମ ଠାରେ ଆଜି ଜୁନାଗଡ଼ ଲଙ୍କେଶ୍ୱରୀ ପ୍ରେସ କ୍ଲବ ର ନୂତନ କର୍ମକର୍ତ୍ତା ଚୟନ ହୋଇଛି , ଚୟନ ପ୍ରକ୍ରିୟା ରେ ସର୍ବସମତିକ୍ରମେ ଶ୍ରୀଯୁକ୍ତ ଦୁର୍ଯ୍ୟୋଧନ ମାଝୀ ଙ୍କୁ ଦ୍ୱତୀୟ ଥର ପାଇଁ ସଭାପତି ରୂପେ ଚୟନ କରିଥିଲେ, ଏବଂ ସମ୍ପାଦକ ରୂପେ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ପାଣିଗ୍ରାହୀ ସହସମ୍ପାଦକ ବାଲେଶ୍ୱର ସୁନାନୀ ଙ୍କୁ ପ୍ରସ୍ତାବ ଆଗତ ହୋଇଥିଲା,ଉପ ସଭାପତି ଗୟା ରାମ ପୁଝାରୀ, କୋଷାଦକ୍ଷ ପ୍ରଦୀପ କୁମାର ଡୋଙ୍ଗରି, ଏହି ଚୟନ ପ୍ରକ୍ରିୟା ରେ, , ଗୟା ରାମ ପୂଝାରୀ, ଚନ୍ଦ୍ରଧ୍ୱଜ ନାଏକ, ଲଚ୍ଛମନ ପୋଡ଼, ଜଗନାଥ ନାଏକ,ଲାବାନ୍ୟ ନାଏକ ପ୍ରମୁଖ ଉପସ୍ଥିତ ଥିଲେ | 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ପୁରୁଷୋତ୍ତମ ଖଡ଼ିରତ୍ନ ପଂଜିକା ଉନ୍ମୋଚିତ

Sunil Chandra Nayak

ଦିଲ୍ଲୀ ସ୍ଥିତ ଆଇ ଆଇ ଏମ ସି ବ୍ୟାଖ୍ୟାନମାଲାରେ ଡ଼. ଭବାନୀ ଶଙ୍କର ନିଆଲଙ୍କର ଉଦବୋଧନ

masiha

ସମାଜ ସେବୀ କୈଳାସ ମହାନ୍ତି ହେଲେ ରାଜନଗର ବ୍ଲକ ବିଜେଡି ମୁଖପାତ୍ର 

masiha

Leave a Comment

error: Content is protected !!