ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରଥ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ 

ରଥ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ 

କଟକ: ୪୨ ମୌଜା କଳପଡ଼ା ଗ୍ରାମର ଗୋପୀନାଥ ମନ୍ଦିର ପ୍ରାଙ୍ଗଣରେ ଏକ ପ୍ରସ୍ତୁତି ବୈଠକ ଭାବରେ ଅବସପ୍ରାପ୍ତ ଡାକ କର୍ମଚାରି ଶ୍ରୀଯୁକ୍ତ ପ୍ରତାପ କୁମାର ପତିଙ୍କ ସଭାପତିତ୍ବରେ ଅନୁଷ୍ଟିତ ହୋଇଯାଇଛି । ସଭାରେ ନୂତନ ରଥ ଆଣିବା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା । ରଥ ଗୋପୀନାଥ ଠାକୁର ଘରୁ ବାହାରି କଦମ୍ବେଶ୍ୱର୍ ମନ୍ଦିରରେ ରହି ବାହୁଡ଼ା ଯାତ୍ରାରେ ଫେରି ଆସିବାକୁ କମିଟି ସ୍ଥିର କରିଥିଲା । ଏଥିରେ ନୂତନ କମିଟି ଚୟନ କରାଯାଇ ଆବାହକ ଡ.ଅଜୟ କୁମାର ପତି,ସଂଯୋଜକ ସଞ୍ଜୟ କୁମାର ପତି,ସଭାପତି ଭାବେ ଦେବୀ ପ୍ରସାଦ ପତି,ଉପ ସଭାପତି ଗିରିଜା ଶଙ୍କର ପତି,ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ପତି,ଯୁଗ୍ମ ସମ୍ପାଦକ ସଚ୍ଚିକାନ୍ତ ବେଉରା,ସହ ସମ୍ପାଦକ ଦିଲ୍ଲୀପ ବେହେରା,କୋଷାଧ୍ୟକ୍ଷ ଶ୍ରୀ ବିରଜା ନନ୍ଦନ ପତି ଓ ଅନ୍ୟ ମାନଙ୍କ ମଧ୍ୟ ରେ ଆଶିଷ ପତି,ପ୍ରମୋଦ ପତି,ସମ୍ପଦ ପତି,ଶ୍ୟାମସୁନ୍ଦର ପତି, ଚିତ୍ତ ରଞ୍ଜନ ପତି,ତ୍ରିଲୋଚନ ପତି ଯୋଗଦେଇଥିଲେ । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ବଳରାମପୁର ପ୍ରାଥମିକ ବିଦ୍ୟାଳୟ ଗୃହ ଅସୁରକ୍ଷିତ

masiha

ବାଇକ ଦୁର୍ଘଟଣାରେ ଜଣେ ମୃତ୍ୟୁ ଓ ଜଣେ ଗୁରୁତର

masiha

ଜିଲ୍ଲା ସ୍ତରୀୟ ଯୁବରେଡକ୍ରସ ଶିବିର ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!