ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦିନ ୨ ଟାରେ ଗାଁରେ ବୁଲୁଚି ଭାଲୁ 

ଦିନ ୨ ଟାରେ ଗାଁରେ ବୁଲୁଚି ଭାଲୁ 

ନବରଙ୍ଗପୁର:(୨୬|୭)(ରବିନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ସଦର ବ୍ଳକ ପିଲିକା ଗ୍ରାମରେ ଆଜି ଦିନ ଦୁଇ ଘଟିକା ସମୟରେ ଭାଲୁ ବୁଲୁଥିବାର ଦେଖିବାକୁ ମିଳିଥିଲା l ଦିନ ହୋଇଥିବା ଯୋଗୁଁ ଭାଲୁ ଦେଖିବାକୁ ଲୋକ ମାନଙ୍କ ଭିଡ ଜମି ଉଠି ଥିଲା l ଭାଲୁ ଲୋକ ମାନଙ୍କ ଗହଳି କୁ ଦେଖି ଜମି ହୁଡ଼ା ହୁଡ଼ା ଦୂରକୁ ଚାଲି ଯାଉ ଥିଲା l ଦିନ ବୋଲି ଲୋକ ଦେଖି ଚାଲି ଗଲା l ରାତି ହୋଇଥିଲେ ଭାଲୁ ର ଶିକାର ନିଶ୍ଚୟ କେହି ନା କେହି ହୋଇ ଥାଆନ୍ତେ l ଏଣୁ ବନ ବିଭାଗ ଏ ଦିଗରେ ଦୃଷ୍ଟି ଦେଇ ଜନଗହଳି ର ଦୂରକୁ ଭାଲୁ କୁ ତଡି ଦେବାର ବ୍ୟବସ୍ଥା କରାଇଲେ, ଉକ୍ତ ଗ୍ରାମର ଜନସାଧାରଣଙ୍କ ମନରେ କୋକୁଆ ଭୟ ଦୂର ହେବ l ପ୍ରଶାସନ ର ଦୃଷ୍ଟି ପଡ଼ିବାକୁ ବୁଦ୍ଧିଜିବୀ ମହଲରେ ଦୃଢ଼ ଦାବୀ ହେଉଛି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଜିଲ୍ଲାସ୍ତରୀୟ ସଞ୍ଚୟ ପକ୍ଷ ଉଦଯାପିତ

masiha

ବୀର ସୁରେନ୍ଦ୍ର ସାଏଙ୍କ ଶ୍ରାଦ୍ଧ ଦିବସ ପାଳିତ

Sunil Chandra Nayak

କୂଅରୁ ଯୁବକଙ୍କ ଶବ ଉଦ୍ଧାର, ପୋଲିସର ତଦନ୍ତ ଜାରି

masiha

Leave a Comment

error: Content is protected !!