ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜାତଳା ଵ୍ଳକ! ଚଢ଼େଇ ପାହାଡି ପଞ୍ଚାୟତ! କଙ୍କଡବେଡା ଗ୍ରାମ୍ୟ ପୋଖରୀରେ ଗାର୍ଡୱାଲ ନିର୍ମାଣ ଦାଵି

ବିଜାତଳା ଵ୍ଳକ! ଚଢ଼େଇ ପାହାଡି ପଞ୍ଚାୟତ! କଙ୍କଡବେଡା ଗ୍ରାମ୍ୟ ପୋଖରୀରେ ଗାର୍ଡୱାଲ ନିର୍ମାଣ ଦାଵି

ମୟୂରଭଂଜ – ୨୮/୦୭ — ମୟୁରଭଞ୍ଜ ଜିଲ୍ଲା ର ବିଜାତଳା ବ୍ଲକ ଅନ୍ତର୍ଗତ ଚଢେଇପାହାଡି ପଂଚାୟତ ର କଂକଡାବେଡା ଗାଁଲୋକ ମାନେ ଗୋଟିଏ ପୋଖରୀ ଉପରେ ନିର୍ଭର କରନ୍ତି l ଆଉ ଏହି ଗାଁ ରେ ରେ କୌଣସି ପୋଖରୀ ନାହିଁ, ଯାହା ଫଳ ରେ ଖରା ଦିନ ପାଣି ଚାରି ଆଡେ ସୁଖୀ ଯାଇ ଥାଏ। ଗାଈ,ଗୋରୁ,ଛେଳି ମେଣ୍ଢା ଏହି ପଖୋରୀ ଉପରେ ନିର୍ଭର କରିଥାନ୍ତି ।କିନ୍ତୁ ପୋଖରୀର ଗାର୍ଡୱାଲ ଅଧା ଭାଙ୍ଗିଵା ଯିବା ଉପରେ lପାର୍ଶ୍ବ ଗୁଡିକ ଧସକିଗଲାଣି ।ବୁଢା,ଶୁଣି,ସ୍ତ୍ରୀ ଲୋକ,ଛୁଆପିଲା ଶୌଚ ଓ ସ୍ନାନ କରିବାକୁ ଡର ଲାଗୁଛି ।କେତେବେଳେ କ’ଣ ଣ ଘଟିବ କହି ହେବ ନାହିଁ । ଗାର୍ଡୱାଲ ନିର୍ମାଣ ଅତ୍ୟନ୍ତ ଆବଶ୍ୟକ । ଏହି ପଖୋରୀ ମରାମତି ଆବଶ୍ୟକ କରୁଛି । ମରାମତି ହେଲେ କଂକଡା ବେଡା ଗ୍ରାମବାସୀ ଗାଧୋଇବା ଉପକୃତ ହେବେ । ଅତି ଶୀଘ୍ର ଗାର୍ଡୱାଲ ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରୁଛନ୍ତି l

 ମୟୂରଭଂଜରୁ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ରାଜ ଚlଉଁରିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଅଭିଭାବକ ଶିକ୍ଷକ ସମ୍ମିଳନୀ

Sunil Chandra Nayak

ଲାୟନ୍ସ କ୍ଳବ୍ “ନବରଙ୍ଗପୁର ଇଲାଇଟ୍ ” ଦ୍ଵାରା ୮୦ ତମ ସ୍ଵାଧୀନତା ଦିବସ ପାଳିତ       

Sunil Chandra Nayak

ଜିଲ୍ଲା ମଙ୍ଗଳ ଅଧିକାରୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!