ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଜି ସୁବାସ ଚନ୍ଦ୍ର ବସ ଓ ସୁରେନ୍ଦ୍ର ସାଏ ଙ୍କ ଜୟନ୍ତି ପାଳନ

ଆଜି ସୁବାସ ଚନ୍ଦ୍ର ବସ ଓ ସୁରେନ୍ଦ୍ର ସାଏ ଙ୍କ ଜୟନ୍ତି ପାଳନ 

ବନ୍ଧୁଗାଁ ତା,୨୩/୧/୨୫, ଆଜି ସାରା ଦେଶରେ ସରକାରୀ ଓ ବେଶରକାରୀ ମାନଙ୍କ ଠାରେ ଭାରତର ବୀର  ସୁବାସ ଚନ୍ଦ୍ର ବସଙ୍କ ୧୨୮ ତମ ଜନ୍ମ ଦିବସ ପାଳନ କରିଥିବା ବେଳେ, ସେହିପରି ଓଡିଶାର ବର ପୁତ୍ର ବୀର ସୁରେନ୍ଦ୍ର ସାଏ ଙ୍କ ଜୟନ୍ତି ଦିବସ ମଧ୍ୟ ଆଜି ସ୍କୁଲ ଓ ସରକାରୀ କାର୍ଯ୍ୟଳୟ ମାନଙ୍କ ଠାରେ ମଧ୍ୟ ଦୁହିଁଙ୍କ ଜୟନ୍ତି ଦିବସ ପାଳନ କରାଯାଇଥିବାର ଦେଖିବାକୁ ମିଳିଛି I ଆଜି ବନ୍ଧୁଗାଁ ବ୍ଲକର ସମସ୍ତ ବିଦ୍ୟାଳୟ ଠାରେ ଓଡିସାର ବରପୁତ୍ର ମାନଙ୍କର ଜୟନ୍ତି ଦିବସ ପାଳନ ପାଇଁ ଦୁଇ ବରପୁତ୍ର ଙ୍କ ଫୋଟ ଚିତ୍ର ରେ ପୁଷ୍ପ ମାଲ୍ୟ ଦେଇ ପାଳନ କରିଥିଲେ I ବିଦ୍ୟାଳୟ ର ଛାତ୍ରଛାତ୍ରୀଙ୍କୁ ମିଷ୍ବନ ମଧ୍ୟ ବଣ୍ଟା ଯାଇଥିଲା I  ପରେ ଛାତ୍ର ଛାତ୍ରୀଙ୍କୁ ଦୁଇ ବର ପୁତ୍ରଙ୍କ ବିଷୟରେ ତାଙ୍କର ଜୀବନ ବାଣି ଓ ତାଙ୍କେ ଆମ ଦେସ ପାଇଁ କଣ ନାମ କ୍ଷାତି ଅର୍ଜନ କରିଛନ୍ତି ଏବଂ ତାଙ୍କୁ ଆମ୍ଭେ କାହିଁକି ତାଙ୍କ ଜୟନ୍ତି ଦିବସ ଭାବରେ ଜାନୁଆରି ୨୩ କୁ ପାଳନ କରୁଥାଉଁ ବଲି ଛାତ୍ର ଓ ଛାତ୍ରୀଙ୍କୁ ବିଦ୍ୟାଳୟ ର ଗୁରୁଜନ ଗଣ ବୁଝିବା ପରି କହିଥିଲେ I 

 ସଞ୍ଜୀବ କୁମାର ବାଙ୍ଗାରୀ ରିପର୍ଟର 

Related posts

ଶସ୍ୟ ବୀମା ଟଙ୍କା ତୁରନ୍ତ ପ୍ରଦାନ ଦାବୀରେ ଗୋଲାମୁଣ୍ଡା ତହସିଲ ଘେରାଉ

masiha

ଷୋହଳ ପ୍ରହର ନାମଯଜ୍ଞ ପାଇଁ ଶୁଭଖମ୍ବ ସ୍ଥାପନ 

Sunil Chandra Nayak

ଲୁହାଶିଳା ସାନ୍ତାଳୀ ଵିଦ୍ଯାଳୟ ପରିସରରେ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ 

masiha

Leave a Comment

error: Content is protected !!