ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜାତଳା ବ୍ଳକ ! ଚଢ଼େଇ ପାହାଡି ପଞ୍ଚାୟତ! ୮ ବର୍ଷ ଧରି କଙ୍କଡାବେଡା ଗ୍ରାମର ବିଧଵା ଦୁଵୁଜ ସୋରେନ ଭତ୍ତା ପାଇଁ ନୟାନ୍ତ ! ଶୁଣ ସରକାର ଶୁଣ୍

ବିଜାତଳା ବ୍ଳକ ! ଚଢ଼େଇ ପାହାଡି ପଞ୍ଚାୟତ! ୮ ବର୍ଷ ଧରି କଙ୍କଡାବେଡା ଗ୍ରାମର ବିଧଵା ଦୁଵୁଜ ସୋରେନ ଭତ୍ତା ପାଇଁ ନୟାନ୍ତ ! ଶୁଣ ସରକାର ଶୁଣ୍

ମୟୂରଭଂଜ – ୪/୦୮ —  କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଲୋକଙ୍କ କଲ୍ୟାଣ ପାଇଁ ବିଭିନ୍ନ କାର୍ଯ୍ୟକ୍ରମମାନ ହାତକୁ ନେଇଛନ୍ତି lବିଶେଷତଃ ବିଧବା,ଦିବ୍ଯାଙ୍ଗ,ବୟସ୍କମାନଙ୍କ ସାମାଜିକ ସୁରକ୍ଷା ପାଇଁ ବହୁ ଯୋଜନା କରିଛନ୍ତି । କିନ୍ତୁ ତଳ ସ୍ତରର ବିଭାଗୀୟ ଅଧିକାରୀଙ୍କ ଅବହେଳା ହେଉ କିମ୍ବା ସଚେତନତା ଅଭାବରୁ ଠିକ ସମୟରେ ଯୋଜନାର ସଫଳତା ଉପଯୁକ୍ତ ଲୋକଙ୍କ ପାଖରେ ପହଂଚି ପାରୁନାହିଁ l ଫଳରେ ଅନେକ ସମୟରେ ସରକାରୀ ଯୋଜନାରୁ ସେମାନେ ବଞ୍ଚିତ ହେଉଛନ୍ତି l ଦୁର୍ଗମ ଅଂଚଳ ରୂପେ ପରିଚିତ ବିଜାତଳା ବ୍ଲକ ଚଢେଇପାହାଡି ପଞ୍ଚାୟତ କଙ୍କଡା ବେଡା ଗ୍ରାମର ବିଧବା ବୁଦୁଜ ସୋରେନ ବିଧବା ଭତ୍ତା ରୁ ବଂଚିତ l ସ୍ୱାମୀ ର ମୃତ୍ୟୁ ର ୮ ବର୍ଷ ବିତିଗଲା କିନ୍ତୁ ଭତ୍ତା ମିଳୁନି lତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିଧବା ମହିଳାଂକୁ ଭତ୍ତା ପ୍ରଦାନ ପାଇଁ ସୁବ୍ୟବସ୍ଥା କରିବା ପାଇଁ ଗ୍ରାମବାସୀ ଦାବି କରୁଛନ୍ତି 

ମୟୂରଭଂଜରୁ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ସନ୍ତୋଷ କୁମାର ତୁଳ ପାଇବେ ଦେବଗିରି ବାର୍ତ୍ତା ସମ୍ମାନ

masiha

କୁସୁର୍ଲାରେ ବିଶ୍ୱ ପରିବେଶ ଦିବସ ପାଳିତ

masiha

ପୁରୁଷ ଶୂନ୍ୟ ଉଦୟପୁର ଗ୍ରାମ !!

Sunil Chandra Nayak

Leave a Comment

error: Content is protected !!