ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବରଗଡ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ବବିତା ରଥଙ୍କ ସଫଳତା:ମାଟ୍ରିକ ପରୀକ୍ଷା ରେ ରାଜ୍ୟରେ ପ୍ରଥମ 

ବରଗଡ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ବବିତା ରଥଙ୍କ ସଫଳତା:ମାଟ୍ରିକ ପରୀକ୍ଷା ରେ ରାଜ୍ୟରେ ପ୍ରଥମ 

ନବରଙ୍ଗପୁର:(୫|୫)(ରବି ନାରାୟଣ ମହାନ୍ତି)ମାଟ୍ରିକ ପରୀକ୍ଷାରେ ୯୭.୩୩ ପ୍ରତିଶତ ମାର୍କ ରଖି ରାଜ୍ୟରେ ପ୍ରଥମ ସ୍ଥାନ ନେଇଥିବା ଛାତ୍ରୀ ବବିତା ରଥଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ବରଗଡ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ବବିତାଙ୍କ ଏ ସଫଳତା ଆଗାମୀ ଦିନରେ ଅନ୍ୟ ଛାତ୍ରଛାତ୍ରୀ ମାନଙ୍କ ପାଇଁ ପ୍ରେରtଣାର ଉତ୍ସ ହେବ। ବବିତାଙ୍କ ସୁନ୍ଦର ଭବିଷ୍ୟତ କାମନା କରୁଅଛି। ମନ ଦେଇ ପାଠ ପଢିଲେ ଅସମ୍ଭବ ସମ୍ବବ ହେବ ଏଥିରେ ସନ୍ଦେହ ର ଅବକାଶ ନାହିଁ l ଏଣୁ ରାଜ୍ୟର ସମସ୍ତ ଛାତ୍ରଛାତ୍ରୀ ମନ ଦେଇ ପଢ଼ନ୍ତୁ ସଫଳତା ଶୀର୍ଷ ରେ ଉଠନ୍ତୁ, ଏହାହିଁ କାମନା କରେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବାଲିଗୁଡାରେ ୧୨୭ ସିଆରପିଏଫ ବାଟାଲିୟନ ତରଫରୁ ନବମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ 

Sunil Chandra Nayak

ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ରେ ବିଶ୍ଵ କ୍ୟାନସର ଦିବସ ଏବଂ କୁଷ୍ଠ ସଚେତନତା କାର୍ଯ୍ୟକ୍ରମ 

masiha

ଜଳେଶ୍ୱରରେ ଅଭାବନୀୟ ଘଟଣା:ପକ୍ଷାଘାତ ପୀଡ଼ିତ ବୃଦ୍ଧ ମା’ଙ୍କୁ ପୁଅ- ବୋହୁଙ୍କ ନିର୍ଯ୍ୟାତନା, ସମ୍ପତ୍ତି ହଡ଼ପ ପାଇଁ ଘରୁ ବାହାର କଲେ ପୁଅ-ବୋହୂ, ଥାନାରେ ଅଭିଯୋଗ।ଉକ୍ତ ଅଭିଯୋଗକୁ ଦୁଇ ପୁଅଙ୍କ ଖଣ୍ଡନ

Leave a Comment

error: Content is protected !!